ମିଳିବ ନ୍ୟାୟ, ଦିଆଯିବ ଜବାବ୍
ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ସେମାନଙ୍କୁ ନ୍ୟାୟ ମିିଳିବ, କଡା ଜବାବ୍ ଦିଆଯିବ । ମନ୍ କି ବାତର ୧୨୧ ତମ ସଂସ୍କରଣରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ ଆତଙ୍କବାଦୀଙ୍କ ଆକ୍ରମଣ କଥା ଉଠାଇଛନ୍ତି...
ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଅଭୂତପୂର୍ବ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ...
ଅବୈଧ ଭିସା ଧରି ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା
ଭୁବନେଶ୍ବର : ଭିସା ଅବଧି 2024ରୁ ସରିଗଲାଣି । କିନ୍ତୁ ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା । ଦେଶବ୍ୟାପୀ ପାକିସ୍ତାନୀ ନାଗରିକଙ୍କୁ ବିଦା କରିବା ଅଭିଯାନରେ ଏହି ପାକିସ୍ତାନୀ ମହିଳାଙ୍କୁ ଧରିଛି ପ୍ରଶାସନ । ଭୁବନେଶ୍ବର ବିଜେବି ନଗରରେ ରହୁଥିବା...
ଆଉ ସମରାଭ୍ୟାସ ନୁହେଁ, ସମର ଚାହୁଁ
ଭାରତ-ପାକିସ୍ତାନ ସୀମାନ୍ତରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ପାକିସ୍ତାନ ବିରୋଧରେ ବଡ ଆକ୍ସନ ପ୍ଲାନ ଆରମ୍ଭ କରିଛି । ଭାରତୀୟ ବାୟୁସେନା ସୀମାନ୍ତରେ ସମରାଭ୍ୟାସ ଆରମ୍ଭ କରିଦେଇଥିବା ବେଳେ ସେନାବାହିନୀ ଆତଙ୍କବାଦୀ ତଲାସି ଅଭିଯାନ ଆରମ୍ଭ କରିଦେଇଛି ।...
15 ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦର କଡା ସନ୍ଦେଶ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ 15 ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ମିଳିତ ଜାତୀୟ ନିରାପତ୍ତା ପରିଷଦ ( ୟୁନାଇଟେଡ ନେସନ ସିକ୍ୟୁରିଟୀ କାଉନସିଲ) କଡା ସନ୍ଦେଶ ଦେଇଛି । ଏଭଳି ବର୍ବର ଅମାନବିକ ଘଟଣାକୁ ନିନ୍ଦା କରିବା ସହ...
ତଲାସି ଅଭିଯାନ : ଦେଶ ଭିତରେ ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ
ଭୁବନେଶ୍ବର : ପାକିସ୍ତାନୀଙ୍କୁ ଖୋଜୁଥିଲେ। କିନ୍ତୁ ଧରାପଡ଼ିଲେ ବାଂଲାଦେଶୀ। ପାକିସ୍ତାନ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛି ସୁରାଟ ପୁଲିସ। ଗୁଜରାଟର ଅହମଦାବାଦ ଓ ସୁରାଟରେ ୫ଶହରୁ ଅଧିକ ସନ୍ଦିଗ୍ଧଙ୍କୁ ଧରିଛି ପୁଲିସ। ପହଲଗାମ ଆତଙ୍କି ଆକ୍ରମଣ ପରେ ସର୍ଚ୍ଚ ଅପରେସନ...
ଭୁବନେଶ୍ୱରରେ ପାକିସ୍ତାନୀ ମହିଳା
ଭୁବନେଶ୍ୱରରେ ଅଛନ୍ତି ପାକିସ୍ତାନୀ ନାଗରିକ । ଭିସା ସରିବା ପରେ ବି ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଛି । ପାକିସ୍ତାନୀଙ୍କୁ ଖୋଜି ବିଦା କରିବାକୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ ପରେ ଏବେ ଜଣେ ପାକିସ୍ତାନୀ ମହିଳା...
ଭାରତୀୟଙ୍କ ଗଳା କାଟିବାକୁ ଧମକ୍
ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କର ଫଟୋ ଦେଖାଇ ଭାରତୀୟଙ୍କର ବେକ କାଟିଦେବାକୁ ମିଳିଛି ଧମକ । ଲଣ୍ଡନ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି...
‘ଆମ କାଶ୍ମୀରରେ କଳଙ୍କ ଲାଗିଗଲା’
ଜମ୍ମ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରାଦେଶକୁ ଦୋହାଲାଇଦେଇଛି । ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କିଏ ହରାଇଛି ସ୍ୱାମୀକୁ ତ କିଏ ନିଜ ଆଖିଆଗରେ ବାପାକୁ ଛଟପଟ ହୋଇ ମରିବାର ଦେଖିଛି । ଏହାରିଭିତରେ ପିପୁଲ୍ସ ଡେମୋକ୍ରାଟିକ୍...
ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ
ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ଅଧିକ ଅଛନ୍ତି । ଆଉ ଗାଁ ସ୍କୁଲ ମାନଙ୍କରେ ଶିକ୍ଷକଙ୍କ ସଂଖ୍ୟା କମ ରହିଛି । ଏମିତି ଅନେକ ସ୍କୁଲ ରହିଛି ଯେଉଁଠି...

















