27.2 C
Bhubaneswar
Thursday, August 6, 2026
-Advertisement-

କାଶ୍ମୀରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ, ଦୁଇ ସେନା ଅଧିକାରୀ, ଜଣେ ପୋଲିସ ଅଧିକାରୀ ସହିଦ

କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇରେ ସହିଦ ହୋଇଛନ୍ତି ଦୁଇଜଣ ସେନା ଅଧିକାରୀ ଓ ଜଣେ ପୋଲିସ ଅଧିକାରୀ । ସହିଦ ସେନା ଅଧିକାରୀ ହେଲେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚାକ ଏବଂ ପୋଲିସ...

ସଂସଦର ସ୍ବତନ୍ତ୍ର ଅଧିବେସନ ପାଇଁ ଡକାଗଲା ସର୍ବଦଳୀୟ ବୈଠକ

ଆସନ୍ତା 18 ତାରିଖରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେସନ । ପାଞ୍ଚଦିନ ପାଇଁ ବସିବାକୁ ଥିବା ଏହି ସ୍ବତନ୍ତ୍ର ଅଧିବେସନ ନିମନ୍ତେ ଆସନ୍ତା ସୋମବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ

5T ସଚିବ ପାଣ୍ଡିୟାନଙ୍କୁ ଆକ୍ଷେପ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ଲଗାତର ସମାଲୋଚନା କରିବା ପରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେଡି ଉପସଭାପତି ପଦରୁ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ...

ଜି-20 ଦିଲ୍ଲୀ ଘୋଷଣାନାମା ଏକ ସକାରାତ୍ମକ ସଂକେତ : ଚୀନ

ଜି-20 ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-20 ସମ୍ମିଳନୀର ସଦସ୍ୟ ରାଷ୍ଟମାନଙ୍କ ଦ୍ବାରା ସ୍ବାକ୍ଷରିତ ଦିଲ୍ଲୀ ଘୋଷଣାନାମା ଏକ ପଜିଟିଭ୍ ସିଗନାଲ ବୋଲି କହିଛି ଚୀନ୍ । ବିଶ୍ବ...

ଏସିଆ କପ୍ 2023 : ଧୂଳି ଚାଟିଲା ପାକିସ୍ତାନ

ବିଜୟ ହାସଲ ପାକିସ୍ତାନ ଆଗରେ ଟାର୍ଗେଟ 357 । ବିରାଟ କୋହଲି ଓ ରାହୁଲଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ 50 ଓଭରରେ ଦୁଇ ଉଇକେଟ୍ ହରାଇ 356 ରନ୍ କରିଥିଲା । ବିରାଟ କୋହଲି 94 ବଲରେ 122...

ବିଜେଡିରେ ଗୁରୁ-ଶିଷ୍ୟ ରାଜନୀତି

ଶିଷ୍ୟମାନଙ୍କ କାର୍ଯ୍ୟକଳାପରେ ଗୁରୁ କ୍ଷୁବ୍ଧ । ମନକଷ୍ଟ । ବର୍ଷ ବର୍ଷ ଧରି ମାସିକ ଦରମା ଦେଇ ଗୁରୁ ଯେଉଁ ଶିକ୍ଷା ଦେଇଥିଲେ, ଇଏ କଣ ତାର ପରିଣାମ ? ନିଜକୁ ନିଜେ ପଚାରୁଛନ୍ତି ଗୁରୁ, ମୁଁ କଣ ଶିଷ୍ୟମାନଙ୍କୁ...

ଜି-20 ସମ୍ମିଳନୀରେ ମୋଦିଙ୍କ ଭାରତ ନେମପ୍ଲେଟ୍

ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି-20 ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେମପ୍ଲେଟରେ ଲେଖାଗଲା ଭାରତ । ମୋଦି ବିଶ୍ବ ସମୁଦାୟକୁ ଜଣାଇଦେଲେ ସେ "ଇଣ୍ଡିଆ" ନୁହେଁ, "ଭାରତ"ର ପ୍ରଧାନମନ୍ତ୍ରୀ । ଜି-20 ସମ୍ମିଳନୀର ଅତିଥିଙ୍କୁ ନୈଶ୍ୟ ଭୋଜି...

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର , ସେପ୍ଟେମ୍ବର ୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି ।...

କେଉଁ ସ୍ବାର୍ଥରେ ଜଣେ ଅଭ୍ୟାସଗତ ଦଳ ବଦଳଉଥିବା ନେତାଙ୍କୁ ଟିକଟ ଦେଇଥିଲା ବିଜେଡି ?

5T ସଚିବ ଭି.କେ. ପାଣ୍ଡିୟାନଙ୍କୁ ସମ୍ବାଦ ସଂପାଦକୀୟରେ କଟାକ୍ଷ କରିବା ନେଇ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ । ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ହେଲିକପ୍ଟରରେ ପାଣ୍ଡିୟାନଙ୍କ ବ୍ୟୟବହୁଳ ଜିଲ୍ଲାଗସ୍ତକୁ ସମାଲୋଚନା କରିଥିଲେ । ତେବେ ସୌମ୍ୟଙ୍କ...

ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ

ଆସନ୍ତା 20 ତାରିଖରେ ନୂଆଁଖାଇ । ମା ସମଲାଇଙ୍କ ନିକଟରେ ନବାନ୍ନ ଲାଗି ପାଇଁ ବ୍ରହ୍ମପୁରା ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ସକାଳ 10 ଟା 27 ରୁ 10 ଟା 42 ମଧ୍ୟରେ ନବାନ୍ନ ଲାଗି...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...