ଭଡା ମାଗିବାରୁ ଅଟୋ ଚାଳକଙ୍କୁ ଘୋଷାଡି ମାରିଲେ ଯୁବତୀ !
ଲକ୍ଷ୍ନୌ : ରାସ୍ତା ମଝିରେ ଅଟୋ ଚାଳକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଜଣେ ଯୁବତୀ । ଆଉ ଜଣେ ଯୁବତୀ ମୋବାଇଲରେ ଭିଡିଓ ସୁଟ୍ କରୁଥିଲେ । ଯୁବତୀ ଜଣକ ଅଟୋ ଡ୍ରାଇଭରଙ୍କ ବେକରେ ଏକ କପଡା ଗୁଡାଇ...
ରଙ୍ଗ ତୂଳୀର ନିଶାରେ ବିଭୋର ତିନି ସୃଜନଶୀଳ ସ୍ରଷ୍ଟା
ସୃଜନଶୀଳ ମଣିଷ ପାଇଁ ବୟସ ବାଧକ ନୁହେଁ । ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି ପାଇଁ ଜଣେ ମଣିଷର ସୃଜନଶୀଳତା ଚାପି ହୋଇ କିଛି ଦିନ ଅବା କିଛି ବର୍ଷ ରହିଯାଇପାରେ । ମାତ୍ର ଟିକେ ସୁଯୋଗ ମିଳିଲେ ସୃଜନଶୀଳତା...
ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ
ଭୁବନେଶ୍ବର: ଭୁବନେଶ୍ବରରେ ଗତ କିଛିଦିନ ଧରି ଚାଲିଛି ବୁଲଡୋଜର୍ । ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା ହଜାର ହଜାର ଉଠାଦୋକାନୀ, ଫଳ ବ୍ୟବସାୟୀ, ହୋଟେଲ, ଝୁମ୍ପୁଡି ଚାଳିଆ ଉପରେ ଚାଲିଛି ବୁଲଡୋଜର୍ । ବିଏମସି-ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରତିଦିନ ବୁଲି...
ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ ଆଉ ନାହାଁନ୍ତି । 92 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଆଜି ସଂଧ୍ୟାରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମର୍ଜେନ୍ସି ବିଭାଗରେ...
ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି
ସାଉଥ ସୁପରଷ୍ଟାର ତଥା ପୁଷ୍ପା-ଟୁ ସିନେମାର ପ୍ରମିୟର ସୋ ବେଳେ ହୋଇଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା 35 ବର୍ଷୀୟ ମହିଳାଙ୍କ ପରିବାରକୁ ଦୁଇକୋଟି ଟଙ୍କା ପ୍ରଦାନ କରାଯିବ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଏହା ଘୋଷଣା କରିଛନ୍ତି...
ପ୍ରତିଷ୍ଠା ଦିବସରୁ ଷ୍ଟ୍ରାଟେଜୀ ବଦଳାଇବ ବିଜେଡି
ଡିସେମ୍ବର 26 । ବିଜେଡିର ପ୍ରତିଷ୍ଠା ଦିବସ । ଚବିଶବର୍ଷ ପରେ ବିଜେଡି କ୍ଷମତା ବାହାରେ ରହି ଦଳର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ତେବେ କ୍ଷମତାରୁ ଯିବା ପରେ ଦଳ ପାଳନ କରିବାକୁ ଯାଉଥିବା ପ୍ରତିଷ୍ଠା...
ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ
ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି...
କୁଟ୍ଟେ, ଆଶୀଷ କାହାର ? ବିଜେଡିର ନା ବିଜେପିର ?
ଆଇପିଏସ ଡି.ଏସ. କୁଟ୍ଟେ ଓ ଆଶୀଷ ସିଂ କାହାର ? ବିଜେଡିର ନା ବିଜେପିର ? ନିର୍ବାଚନ ପୂର୍ବରୁ ଯେଉଁ ଦୁଇ ଅଧିକାରୀଙ୍କ ବିରୋଧରେ ବିଜେପି ନେତା ବିଷ ଉଦଗାରୁଥିଲେ, କ୍ଷମତାକୁ ଆସିବା ପରେ ସେଇ ଦୁଇ ବାବୁଙ୍କୁ କେମିତି...
ଛତିଶଗଡରେ ପୋଲିସ-ନକ୍ସଲ ମୁହାଁମୁହିଁ, 7 ନକ୍ସଲ ମୃତ
ଛତିଶଗଡ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଙ୍ଗଲରେ ପୋଲିସ ଓ ନକ୍ସଲ ମୁହାଁମୁହିଁ । ଜିଲ୍ଲା ରିଜର୍ଭଫୋର୍ସ, ସିଆରପିଏଫ ଏବଂ ସ୍ପେସାଲ ଟାସ୍କ ଫୋର୍ସର ମିଳିତ ଅପରେସନରେ ମିଳିଛି ବଡ ସଫଳତା । ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାର ଅବୁଝମାଡ ଜଙ୍ଗଲରେ...
ବିଜେଡି ନେତାଙ୍କ ରୂପାନ୍ତରଣ ପ୍ରକ୍ରିୟା
ସମୟ ସବୁ ବଦଳେଇ ଦେଇଛି । ଚବିଶ ବର୍ଷର ବିଜେଡି ସରକାରର ପତନ ପରେ କ୍ଷମତାସୀନ ହୋଇଛି ବିଜେପି । ପୁଣି ନିର୍ବାଚନ ହେଲେ ବିଜେଡି ଯେ କ୍ଷମତାକୁ ଫେରିବ, ଏ ସାହସ ଜୁଟେଇ ପାରୁନାହାଁନ୍ତି ବିଜେଡି ନେତା ।...

















