26.1 C
Bhubaneswar
Friday, October 30, 2026
-Advertisement-

କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ଓଡିଶାର ଗୁରୁତ୍ବ ବଢୁଛି

ଭୁବନେଶ୍ବର: ଡବଲ ଇଂଜିନ ସରକାରର ସୁଫଳ ଏବେ ଓଡିଶା ପାଇବା ଆରମ୍ଭ କରିଛି । କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ଓଡିଶାର ଗୁରୁତ୍ବ ବୃଦ୍ଧି ପାଇବା ଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।...

ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ, 27 ତାରିଖରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭି.କେ. ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଆଉ ଛ ମାସ ଛୁଟି ଅବଧି ବଢାଇବା ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ମନୋଜ ମହାନ୍ତି ଆଜି ଶ୍ରୀମତୀ...

ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦ୍ବ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ । 288 ଆସନ ମଧ୍ୟରୁ ବିଜେପି, ଶିବସେନା ଓ ଏନସିପି ମେଣ୍ଟକୁ 233 ଆସନ ମିଳିବା ସ୍ପଷ୍ଟ ହୋଇଯାଇଛି । ଏକାକୀ ବିଜେପି 130 ରୁ ଅଧିକ ଆସନ ପାଇବାକୁ ଯାଉଛି...

ଝାଡଖଣ୍ଡରେ କାମ କଲାନି ମୋଦୀ ମନ୍ତ୍ର, ସରକାର ଗଢିବ ଜେଏମଏମ ମେଣ୍ଟ

ଝାଡଖଣ୍ଡରେ ଫେଲ୍ ମାରିଲା ମୋଦୀ-ଶାହାଙ୍କ ଷ୍ଟ୍ରାଟେଜୀ । ମୋଟ 81 ବିଧାନସଭା ଆସନ ମଧ୍ୟରୁ ଇଣ୍ଡିଆ ମେଣ୍ଟକୁ ବଡ ସଫଳତା ମିଳିଛି । ଦ୍ବିତୀୟ ଥର ପାଇଁ ଜେଏମଏମ ନେତା ହେମନ୍ତ ସୋରେନ ସରକାର ଗଢିବାକୁ ଯାଉଛନ୍ତି । ଇଣ୍ଡିଆ...

ବୈକୁଣ୍ଠଧାମ ଭଙ୍ଗାଯିବା ଉପରେ ରହିତାଦେଶ

ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତାକାଲି (ଶୁକ୍ରବାର) ଦିନ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଆଜି ମାଇକ ଯୋଗେ ଆଶ୍ରମ ପରିସର ଖାଲି...

ସରକାରୀ ଚାକିରୀ ଚୟନରେ ସ୍ବଚ୍ଛତା ପାଇଁ ନୂଆ ନୀତି : ଅପରାଧୀକୁ ମିଳିବ ଜେଲ୍, ଜୋରିମାନା

ସରକାରୀ ଚାକିରୀ ଚୟନ ପ୍ରକ୍ରିୟାରେ ବାରମ୍ବାର ତ୍ରୁଟି ଅଭିଯୋଗ । ପ୍ରଶ୍ନପତ୍ର ପ୍ରଘଟ ଠୁ ଆରମ୍ଭ କରି ଲାଞ୍ଚ କାରବାର । ଉପରୁ ସୁପାରିଶ । ଏମିତି ଚୟନ ପ୍ରକ୍ରିୟାକୁ ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିଲେ ବେକାର ଯୁବକ ।...

ଆଂଟିବାୟୋଟିକ୍‌କୁ ଅଧିକ ବିକଶିତ କରିବା ନିମନ୍ତେ ସମାଜର ସବୁବର୍ଗଙ୍କ ସହଯୋଗ ଆବଶ୍ୟକ: ବିଶେଷଜ୍ଞ

ଭୁବନେଶ୍ୱର : ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ । ତେଣୁ ଏଭଳି ଆଂଟିବାୟୋଟିକ୍‌ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର...

କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗରେ ସମ୍ମାନଜନକ ସ୍ଥାନରେ ସୋଆ

ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୫ (ଅଂଚଳ ଭିତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ରାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଦକ୍ଷିଣ ଏସିଆ ନିମନ୍ତେ ଏସିଆ...

କମଲା ହାରିସଙ୍କୁ ହରାଇ ନିର୍ବାଚନ ଜିତିଲେ ଟ୍ରମ୍ପ

ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର 47 ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଟ୍ରମ୍ପଙ୍କ ସପକ୍ଷରେ 277 ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ କମଲା ହାରିସଙ୍କୁ...

ବନ୍ଦ ହେଲା ଇସ୍କନର ଅଦିନିଆ ରଥଯାତ୍ରା

ଶେଷରେ ଓଡିଆ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରାକୁ ବନ୍ଦ ରହିଛନ୍ତି । ଆସନ୍ତା 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ ପହଞ୍ଚିଥିଲା । ତେବେ ଅଦିନିଆ ରଥଯାତ୍ରାକୁ ଦୃଷ୍ଟିରେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...