26.8 C
Bhubaneswar
Saturday, August 8, 2026
-Advertisement-

ଏନସିସି କ୍ୟାଡେଟଙ୍କୁ ଅକଥନୀୟ ନିର୍ଯାତନା

ଆଠଜଣ ଏନସିସି କ୍ୟାଡେଟ ଆଣ୍ଠୁଏ ବର୍ଷାପାଣିରେ ଆଣ୍ଠେଇକି ବସିଛନ୍ତି । ବର୍ଷା ପାଣି ଭିତରେ ମୁଣ୍ଡକୁ ବୁଡେଇ ରଖିଛନ୍ତି । ଆଉ ଜଣେ ସିନିଅର ଛାତ୍ର ଏକ ଲାଠିରେ ଏନିସିସି ଛାତ୍ରଙ୍କୁ ମନଇଚ୍ଛା ପିଟିବାରେ ଲାଗିଛନ୍ତି । ଏନିସିସି ଛାତ୍ରଙ୍କ...

ଲୋକସଭାରେ ପାରିତ ହେଲା ଦିଲ୍ଲୀ ବିଲ୍

ଚାରିଘଣ୍ଟାର ବିତର୍କ ପରେ ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ୍ ପାରିତ ହୋଇଛି । ଯଦିଓ ଲୋକସଭାରେ ବିଲ୍ ପାରିତ ହେବାରେ କୌଣସି ସମସ୍ୟା ନ ଥିଲା, ତେବେ ମିଳିତ ବିରୋଧୀ...

ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଲଗାଣ ବର୍ଷା ଯ଼ୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି I ମୁଣ୍ଡଳିରେ ଏବେ 8 ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ସର୍ବାଧିକ 9 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା...

14 ବର୍ଷ ତଳୁ ଅପହରଣ କରି ଦୁଷ୍କର୍ମ କରୁଥିଲା

ତାକୁ ଯେତେବେଳେ 19 ବର୍ଷ ବୟସ ହୋଇଥିଲା, ସେତେବେଳେ ତାକୁ ଅପହରଣ କରାଯାଇଥିଲା । ଅପହରଣକାରୀ ତାକୁ ଘର ଭିତରେ ବନ୍ଦୀ ରଖି ଦେହର ଭୋକ ମେଣ୍ଟାଉଥିଲା । ସବୁବେଳେ ଘରେ ବନ୍ଦୀ ରଖି ଘର କାମ କରାଉଥିଲା ।...

ମେଣ୍ଟ ହେବନି

ରାଜ୍ୟରେ ବିଜେଡି ସାଙ୍ଗେ ବିଜେପି ମେଣ୍ଟ ଗଠନ କରିବ ନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମେଣ୍ଟ କରିବାର ପ୍ରଶ୍ନ ଉଠୁନି । ରାଜ୍ୟରେ ବିଜେଡି ସରକାରରେ ଚାଲିଥିବା ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢେଇ...

ବିପଦ ସଂକେତ ଟପିଲା ଜଳକା ଓ ବୈତରଣୀ

ପ୍ରଚଣ୍ଡ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆଜି ବୈତରଣୀ ଓ ଜଳକା ନଦୀ ବିପଦ ସଂକେତ ଅତିକ୍ରମ କରିଛି । ଭଦ୍ରକରେ ବୈତରଣୀ ବିପଦ ସଂକେତ ଅତିକ୍ରମ କରିଥିବା ଯୋଗୁ ତଳି ଅଞ୍ଚଳରେ...

ଦି ଦିନ ବର୍ଷାରେ ଉବୁଟୁବୁ

ଦୁଇଦିନ ଧରି ଲଗାଣ ବର୍ଷାରେ ବେହାଲ ଓଡିଶା । ରାଜଧାନୀଠୁ ଗାଁ ଯାଏଁ ସବୁଠି ପାଣି । ସହର ତଳି ଅଞ୍ଚଳରେ ଲୋକେ ପାଣି ଘେରରେ, ଗ୍ରାମାଞ୍ଚଳରେ ବି ଲୋକେ ପାଣି ଘେରରେ । ଲଗାଣ ବର୍ଷା ଯୋଗୁ କେତେକ...

ସରକାର ଦେଲେ ତଥ୍ୟ, ରତ୍ନ ଭଣ୍ଡାରରେ ରହିଛି ଦେଢ କ୍ବିଣ୍ଟାଲ ସୁନା

ଶ୍ରୀମନ୍ଦିର ରତ୍ନବଣ୍ଡାରରେ ରହିଛି ପାଖାପାଖି ଦେଢ କ୍ବିଣ୍ଟାଲ ସୁନା ଓ 184 କିଲୋ ରୂପା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି । 1978ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ସେତେବେଳେ...

କାଲି ସକାଳ ଆଠଟା ଯାଏଁ ବର୍ଷିବ

ଆସନ୍ତାକାଲି ସକାଳ ଆଠଟା ଯାଏଁ ପ୍ରବଶ ବର୍ଷିବ । ପାଣିପାଗ ବିଭାଗ ପକ୍ଷରୁ ଚାରୋଟି ଜିଲ୍ଲାକୁ ରେଡ୍ ଓ୍ବାଣିଂ ଜାରି କରାଯାଇଛି । ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା...

ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲଦଣ୍ଡ

ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲଦଣ୍ଡ । 1998 ରେ ଆରଆଇ ହତ୍ୟାକାଣ୍ଡ ମାମଲାରେ ଏଡିଜେ-3 ନାରାୟଣ ରେଡ୍ଡୀଙ୍କ ସମେତ 14 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍...
- Advertisement -

Latest article

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...

Betmica Three Card Poker Optimal Play

ContentsThe Basic Rules and Your Two BetsOptimal Strategy for the Play BetUnderstanding the House Edge and RTPCommon Strategic Mistakes to AvoidMaximizing Your Play with...