170 ମୃତଦେହ ଚିହ୍ନଟ
ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 170 ମୃତଦେହ ଚିହ୍ନଟ କରାଯାଇଛି । ମୁଖ୍ୟଶାସନ ସଚିବ ଦେଇଥିବା ସୂଚନା ଅନୁଯାୟୀ, ଚିହ୍ନଟ ହେବା ପରେ ସମସ୍ତ ପ୍ରକ୍ରିୟା ସାରିବା ପରେ ସଂପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି...
ହେ ପ୍ରଭୁ ! ଏ ତାଲିକାରେ ନାଁ ନ ଥାଉ ..
ଭୟଙ୍କାର ବାହାନଗା ଟ୍ରେନ ଦୁର୍ଘଟଣାର ତିନିଦିନ ପରେ ବି ମୃତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇପାରିନି । କଟକ, ଭୁବନେଶ୍ବରର ବିଭିନ୍ନ ହସପିଟାଲରେ ମୃତଦେହକୁ ସଂରକ୍ଷିତ ରଖାଯାଇଛି । ମୃତଦେହ ଚିହ୍ନଟ ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରରେ ମହାନଗର ନିଗମ...
ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ନବୀନ, ମମତା, ଅଶ୍ବିନୀ, ଧର୍ମେନ୍ଦ୍ର : ସଂଧ୍ୟାରେ ଆସିବେ ମୋଦି
ବାହାନଗା ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ଦୁଇଟି ଏକ୍ସପ୍ରେସ ମଧ୍ୟରେ ଧକ୍କା ହେବା ଏବଂ 261 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ନେଇ ସାରା ବିଶ୍ବ ଦୁଃଖ ପ୍ରକାଶ କରିଛି । କାଲି ରାତି ତମାମ...
ଆଜି ଦିନିକିଆ ଶୋକ ପାଳନ
ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ଦୁର୍ଘଟଣାକୁ ନେଇ...
ବାହାନଗା ଟ୍ରେନ ଟ୍ରାଜେଡି : ମୃତ୍ୟୁସଂଖ୍ୟା 261
ବାହାଗନା ଟ୍ରେନ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା 261ରେ ପହଞ୍ଚିଛି । ଦକ୍ଷିଣପୂର୍ବ ରେଳପଥ ଦେଇଥିବା ସୂଚନା ଅନୁଯାୟୀ, ମୃତ୍ୟୁସଂଖ୍ୟା 261ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା 900 ଅତିକ୍ରମ କରିଛି ।
ଦୁର୍ଘଟଣା ପରଠୁ ଗତ 18 ଘଣ୍ଟା ଧରି ଉଦ୍ଧାର...
ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଯିବେ
ବାଲେଶ୍ବର ଟ୍ରେନ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ତ୍ବାରାନୀତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସକାଳେ...
ବାଲେଶ୍ବର ନିକଟରେ ଦୁଇ ଟ୍ରେନ ମଧ୍ୟରେ ଧକ୍କା, ବହୁ ଯାତ୍ରୀ ମୃତ, ଶତାଧିକ ଗୁରୁତର
ବାଲେଶ୍ବର-ବାହାନଗା ନିକଟରେ ଦୁଇ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଓ ଯଶଓ୍ୱନ୍ତପୁର-ହାଓ୍ୱଡା ଏକ୍ସପ୍ରେସ ପରସ୍ପରକୁ ଧକ୍କା ଦେବା ଫଳରେ ଅନେକ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।...
ଜୁନ 26ରୁ ସ୍ପେସାଲ ଓଜେଇଇ
ଆସନ୍ତା ଜୁନ 26 ତାରିଖରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ଏଥିପାଇଁ ଆସନ୍ତାକାଲି ଠାରୁ ପଂଜିକରଣ ଆରମ୍ଭ ହେବ । ପଂଜିକରଣ ପ୍ରକ୍ରିୟା 8 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ ବର୍ଶକୁ ଦୁଇଥର ଓଜେଇଇ ପରୀକ୍ଷା କରାଯାଉଛି...
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ
ପ୍ରକାଶ ପାଇଛି ଓଜେଇଇ ପରୀକ୍ଷାଫଳ । ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପାଇଁ ଆଡମିସନ କରିପାରିବେ । 48 ହଜାର...
ଜାଣିଶୁଣି କହିଲେ ନା ଅଜାଣତରେ – “ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍ ବାବୁ ..”
ଓଡିଶାର ମୁଖ୍ୟମନ୍ତ୍ରୀ କିଏ ? ନବୀନ ପଟ୍ଟନାୟକ ନା ପାଣ୍ଡିଆନ ବାବୁ ?
ଆପଣ ଭାବୁଥିବେ ଏମିତିକା ଅଜବ ପ୍ରଶ୍ନ କଣ ପାଇଁ । ସମସ୍ତେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ପାଣ୍ଡିଆନଙ୍କ ପ୍ରଶ୍ନ ଉଠିଲା କୁଆଡୁ ?...
















