ଭିଜିଲାନ୍ସ ଜାଲରେ ପୋଲିସ , ଥାନାରେ ନେଉଥିଲେ ଲାଞ୍ଚ
ଲାଞ୍ଚ ନେଇ ଫସିଗଲେ ଢେଙ୍କାନାଳ ସଦର ଥାନା ଡିଏସ୍ପି ଇନ୍ଚାର୍ଜ ଅଭିନବ ଡାଳୁଆ। ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୩୦...
ଫ୍ୟାମିଲି, ପୋଲିସ, ମିଡିଆକୁ ଭୁଆଁ
ପାଣିରେ ଭିତରେ ଖୋଜି ଖୋଜି ବେହାଲ ଅଗ୍ନିଶମ କର୍ମଚାରୀ । ଆତ୍ମହତ୍ୟା ସନ୍ଦେହ କରି ନୟାନ୍ତ ପୋଲିସ । ନ୍ୟୁଜ୍ ବ୍ରେକିଂ ପକାଇବାରେ ବ୍ୟସ୍ତ ଗଣମାଧ୍ୟମ । କିନ୍ତୁ ଏସବୁର ମଜା ଦେଖୁଛି ଯୁବକ । ସକାଳ...
ବନ୍ୟା ଧୋଇଦେଲା ୧.୨୦ଲକ୍ଷ ହେକ୍ଟର ଚାଷ
ଚଳିତବର୍ଷ ବନ୍ୟା ଏବଂ ବର୍ଷାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ୧୦ଟି ଜିଲ୍ଲାର ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।...
ନୂଆଖାଇରେ ବ୍ୟାଙ୍କ ବନ୍ଦ
ସେପ୍ଟେମ୍ବର ୧ ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କଲା ରାଜସ୍ୱ ବିଭାଗ...
ଦୀପାବଳି ସୁଦ୍ଧା ୫ଜି ସେବା
ଦୀପାବଳି ସୁଦ୍ଧା ୫ଜି ଲଞ୍ଚ କରିବ ଜିଓ । ୨୦୨୩ ଶେଷ ସୁଦ୍ଧା ସାରା ଦେଶରେ ଯୋଗାଇବ ସେବା । ରିଲାଆନ୍ସ ଅଧକ୍ଷ୍ୟ ମୁକେଶ ଅମ୍ବାନୀ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ରିଲିଆନ୍ସ ଜିଓ ...
ଦେଢ ଲକ୍ଷ ଟଙ୍କିଆ ଏଣ୍ଡୁଅ
ଏଣ୍ଡୁଅର ଦାମ୍ ଦେଢ ଲକ୍ଷ । ଏଣ୍ଡୁଅ ବିକ୍ରୀ ପାଇଁ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ଗିରଫ ହୋଇଛନ୍ତିି ଜେଜେ ଓ ନାତୀ । ଏକ ବହୁରୂପୀ ଏଣ୍ଡୁଅ ବିକ୍ରୀ ଉଦ୍ୟମବେଳେ ଦୁଇ ଜଣ ଧରା...
ଲିଭର ରୋଗୀଙ୍କ ପାଇଁ ଆଶ୍ୱସ୍ତି ଖବର
ଲିଭର ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ଲିଭର ଟ୍ରାନ୍ସପ୍ଲାଣ୍ଟର ଆଉ ଆବଶ୍ୟକ ପଡିବ ନାହିଁ । ରୋଗୀଙ୍କ ଶରୀରରେ ବିକଶିତ ହେବ ଲିଭର । ଏବଂ ଲିଭର ଖରାପ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକ ପଡିଥାଏ ।...
ବିକୃତ ଗଣେଶ ମୂର୍ତ୍ତି ତିଆରି ଉପରେ ହସ୍ତକ୍ଷେପ କରିବେନି କୋର୍ଟ
ବୁଧବାର ଗଜାନନ ଗଣେଶଙ୍କ ପୂଜା I କୋଭିଡ କଟକଣା ପରେ ପ୍ରଥଣ ଥର ପାଇଁ ଗଣେଶ ପୂଜା ବେଶ ଧୂମାଧାମରେ ହେବାକୁ ଯ଼ାଉଛି I ତେବେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ବିଘ୍ନରାଜ ଗଣେଶଙ୍କୁ ବିିଭିନ୍ନ ଆକୃତିର ମଡେଲ କରି...
କଂଗ୍ରେସ ସଭାପତି ନିର୍ବାଚନ
ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ । ଅକ୍ଟୋବର ୧୯ରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ । ସେପ୍ଟେମ୍ବର ୨୪ରୁ ୩୦ ଯାଏଁ ନାମାଙ୍କନ ପ୍ରକ୍ରିୟା ଚାଲିବ । ନିର୍ବାଚନ ନେଇ ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି...
୯ ସେକେଣ୍ଡରେ ଧ୍ୱସଂ ହେଲା ସୁଉଚ୍ଚ ଟାୱାର
ମାଟିରେ ମିଶିଲା ନୋଏଡାର ସୁଉଚ୍ଚ ସୁପରଟେକ ଟ୍ୱିନ୍ ଟାୱାର । ମାତ୍ର ୯ ସେକେଣ୍ଡରେ ଧରାଶାୟୀ ହୋଇଛି ଦୁଇ ସୁଉଚ୍ଚ ଟାୱାର । ଗୋଟିଏ ୩୨ ମହଲା ଏବଂ ଅନ୍ୟଟି ୩୦ ମହଲା ବିଶିଷ୍ଟ ସୁଉଚ୍ଚ ସୁପରଟେକ୍ ଟ୍ୱିନ୍ ଟାୱାର...
















