ସାମ୍ନାକୁ ଆସିଲା ଆଉ ଏକ ହ୍ୱାଟସଆପ୍ ଚାଟ୍
ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣାକୁ ୧୧ ଦିନ ହୋଇଗଲାଣି, ତଥାପି ପୋଲିସ ହାତ ଖାଲି । କେବେ ଡେଥ୍ ଉପରୁ ହଟିବ ସସପେନ୍ସ? କେବେ ଦୋଷୀ ପାଇବ ଦଣ୍ଡ? ଦିନ ବଢିବା ସହିତ ଡେଥ୍ ସସପେନ୍ସ ମଧ୍ୟ ବଢୁଛି । ସାମ୍ନାକୁ...
ମାଟିରେ ମିଶିବ ଟ୍ୱିନ୍ ଟାୱାର
ଆଉ କିଛି ସମୟ ପରେ ମାଟିରେ ମିଶିବ ଟ୍ୱିନ୍ ଟାୱାର । ଉତ୍ତରପ୍ରଦେଶ ନୋଏଡାରେ ଥିବା ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ୨ଟା୩୦ରେ ଭଙ୍ଗାଯିବ । ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିବ ବିଶାଳକାୟ ବିଲ୍ଡିଂ ।...
ରାଜ୍ୟରେ ଖୋଲିବ ଆଉ 36 ନୂଆ ଥାନା
ରାଜ୍ୟରେ ଆଉ 36ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି I ଖୁବଶୀଘ୍ର ଏହି ନୂଆ ଥାନା ଖୋଲାଯିବ ଏବଂ ଏଥିପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯିବ I ନୂଆ ଥାନା କାର୍ଯ୍ୟକ୍ଷମ ପାଇଁ 563ଟି ପଦବୀ ସୃଷ୍ଟି...
ଜଷ୍ଟିସ ୟୁୟୁ ଲଳିତ ହେଲେ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ
ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତଥା ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ...
ବ୍ରହ୍ମପୁର ବଡ ମେଡିକାଲରେ ନିଆଁ
ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ୱାର୍ଡରୁ ଧୁଆଁ ବାହାରିବା ଦେଖି ବାହାରକୁ ଚାଲି...
ଆଡମିସନ ମିଳିଲାନି ବୋଲି ଚଣା, ମୁଢି ବିକିଲେ ..
ଆଡମିସନ ପାଇଁ ଅନଲାଇନ ଟିସି ମାଗିଲେ ପ୍ରଧାନ ଶିକ୍ଷୟିତ୍ରୀ । ବାପା କୃଷ୍ଣଚନ୍ଦ୍ର ପଣ୍ଡା ଅନଲାଇନ ଟିସି ପାଇଁ ଚେଷ୍ଟା କରି ନିରାଶ ହେଲେ । ଶେଷରେ ସ୍କୁଲ ସାମନାରେ ପୁଅ ଶିବ ଶଙ୍କର ପଣ୍ଡା ସ୍କୁଲ ଯୁନିଫର୍ମ ପିନ୍ଧି...
କଂଗ୍ରେସକୁ ଝଟକା : ଦଳ ଛାଡିଲେ ଗୁଲାମନବୀ
କଂଗ୍ରେସକୁ ବଡ ଝଟକା I ଦଳ ଛାଡିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ I ସେ ଦଳର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ I ଦଳୀୟ କାର୍ଯ୍ୟଧାରାକୁ ନେଇ...
ସବୁ ଗୁମର ଖୋଲିବେ ଶ୍ୱେତାଙ୍କ ୪ ସାଙ୍ଗ
ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁର ତଦନ୍ତ ଭିତରେ ସାମ୍ନାକୁ ଆସିଛି ତାଙ୍କ ଡାଏରୀର କିଛି ଫର୍ଦ୍ଦ । ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ଏଥିରେ ଅନେକ କିଛି ଲେଖିଛନ୍ତି ଶ୍ୱେତା । ଦିନକୁ ଦିନ ଉଭୟଙ୍କ ସମ୍ପର୍କ ମଜଭୁତ...
୧୫ଦିନ ପରେ ଫେରିଲା ଚେତା
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଭଲ ଖବର । ଆଜି ସକାଳୁ ରାଜୁଙ୍କର ଚେତା ଫେରିଛି । ଗତ ୧୫ ଦିନ ହେବ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜୁ । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ବ୍ୟକ୍ତିଗତ ସଚିବ ଗର୍ବିତ...
ଲାଗିବନି କଟକଣା
ଚଳିତବର୍ଷ ଧୂମଧାମରେ ପାଳିତ ହେବ ଗଣେଶ ପୂଜା । ମେଲୋଡି ଏବଂ ପୂଜାର୍ଚ୍ଚନାରେ କମ୍ପି ଉଠିବ ପରିବେଶ । ଚଳିତବର୍ଷ ପୂଜାରେ ଆଉ ରହିବନି କୋଭିଡ କଟକଣା । ଶତାଧିକ ଲୋକଙ୍କୁ ନେଇ କରାଯାଇପାରିବ ପୂଜା । ପରଦା ଆଢୁଆଳରେ...















