ରଥଖଳାରେ ନନ୍ଦିଘୋଷକୁ ପିଟିଲା ପିକଅପ୍ ଭ୍ୟାନ
ପୁରୀ ରଥଖଳାରେ ଅଘଟଣ । ନନ୍ଦିଘୋଷ ରଥକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ରଥକୁ ଧକ୍କା ଦେବା ପୂର୍ବରୁ ଦୁଇ ଜଣ ପର୍ଯ୍ୟଟକଙ୍କୁ ବି ପିଟିଲା ଏହି ଭ୍ୟାନ । ଫଳରେ ଦୁଇ ପର୍ଯ୍ୟଟକଙ୍କ ଶରୀରରେ ଆଘାତ ଲାଗିଛି...
ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ
ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ନୂଆପଲ୍ଲୀ ସ୍ଥିତ ଭଡାଘରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ବନ୍ଦ ଘର ଭିତରେ ରଶ୍ମୀରେଖାଙ୍କ ମୃତ ଦେହ ଝୁଲୁଥିବା ଦେଖି ଘର ମାଲିକ...
ଭାରତ ବନ୍ଦ ଡାକରା
ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଦିଲ୍ଲୀ ସମେତ ବିଭିନ୍ନ ରାଡ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଟ୍ରେନ ଓ ଯାନବାହନ...
ଅଗ୍ନିବୀରଙ୍କ ପାଇଁ ବାୟୁସେନା ପ୍ୟାକେଜ୍
ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସରକାର ସମାଧାନର ବାଟ କାଢିବାକୁ ଉଦ୍ୟମ କରୁଛନ୍ତି । ବାୟୁସେନାରେ ସାମିଲ ଅଗ୍ନିବୀରଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ ସଂପର୍କରେ ସୂଚନା ଦିଆଯାଇଛି । ବାୟୁସେନାରେ ଅଗ୍ନିବୀରଙ୍କ ଆରମ୍ଭରୁ...
ତକ୍ଷକ ଟିଭି ପକ୍ଷରୁ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା 2022
ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...
20 ରୁ ରୋମ୍ ଓ ଦୁବାଇ ଗସ୍ତରେ ଯିବେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 20 ତାରିଖରେ ରୋମ୍ ଓ ଦୁବାଇ ଗସ୍ତରେ ଯିବେ । ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରୋମସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପରିଦର୍ଶନରେ ଯିବା ପାଇଁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ...
ପ୍ରତାରଣା ବିଧାୟକଙ୍କ ନାଁରେ ପ୍ରେମିକାଙ୍କ ଏତଲା
ପୁଣି ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ପ୍ରେମିକା । ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଏତଲା । ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା ଦାସ । ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବାରୁ...
ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ
ସାରା ଦେଶରେ ଜାରି ରହିଛି ଅଗ୍ନିବୀରଙ୍କ ସଂଘର୍ଷ । ଗୃହମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗ୍ନିବୀରମାନେ ୪ ବର୍ଷ ପୂରଣ କରିବା ପରେ ସିଏପିଏଫ, ଆସାମ ରାଇଫଲ୍ସ ନିଯୁକ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ...
ବିଧାୟକଙ୍କ ବିରୋଧରେ ପ୍ରେମିକାଙ୍କ ସାଙ୍ଘାତିକ ଅଭିଯୋଗ
କଥା ଦେଇ କଥା ରଖିଲେନି ବିଧାୟକ । କୋର୍ଟ ମ୍ୟାରେଜ ପାଇଁ ଗତମାସ 17 ତାରିଖରେ ଆବେଦନ କରିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କୋର୍ଟକୁ ଆସିଲେନି । କୋର୍ଟରେ ଅପେକ୍ଷା କରି କରି ଫେରିଲେ ପ୍ରେମିକା ।...
ଅଗ୍ନିପଥ ବ୍ୟବସ୍ଥାକୁ ନେଇ ସବୁଠି ପ୍ରତିବାଦ
କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଜୋର ହେଉଛି ଆନ୍ଦୋଳନ । ବିହାର ଉତ୍ତରପ୍ରଦେଶରେ ଟ୍ରେନ ଜାଳିଦେଲେ ଆନ୍ଦୋଳନକାରୀ । ବିହାର ବେଗୁସରାଇର ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ ଜାଳିଦେଇଛନ୍ତି । ଏଥିସହିତ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା କରିବା ସହିତ...

















