ଦିଲ୍ଲୀରେ ଦ୍ରୌପଦୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
କଡା ସୁରକ୍ଷା ଭିତରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ବିମାନବନ୍ଦରରେ ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ବିଜେପିର ବହୁ ନେତା ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ...
ନୂଆଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସହଯୋଗର କାମନା କରି କଡା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା କରିଛନ୍ତି ଦ୍ରୌପଦୀ । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ବିମାନ ବନ୍ଦରରେ...
ଏମିତି ଥିଲା ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଯାତ୍ରା
ମହିଳା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ସେ ପ୍ରଥମେ ଶିକ୍ଷୟିତ୍ରୀ ଥିଲେ । ପରେ ଶିକ୍ଷୟିତ୍ରୀ ଚାକିରୀ ଛାଡି ରାଜନୀତିରେ ସାମିଲ ହୋଇଥିଲେ । ରାଇରଙ୍ଗପୁରର କାଉନସିଲ ଭାବରେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଦ୍ରୌପଦୀ ।୨୦୦୦ରୁ...
ଦ୍ରୌପଦୀ ମୁର୍ମୁ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ
ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ I ଦ୍ରୌପଦୀଙ୍କ ନାଁ ବହୁ ପୂର୍ବରୁ ଚର୍ଚ୍ଚାରେ ଥିବାବେଳେ ଆଜି ଦ୍ରୌପଦୀଙ୍କ ନାଁ ଘୋଷଣା କରିଛି ଏନ ଡି ଏ I ମିଳିତ ବିରୋଧୀଦଳ ପ୍ରାର୍ଥୀ ଯଶୋବନ୍ତଙ୍କ...
ଅନୁଭବଙ୍କୁ ଝଟକା
ବର୍ଷା-ଅନୁଭୁବ ପାରିବାରିକ ବିବାଦ ମାମଲା । ପୁଣି ଅନୁଭବଙ୍କୁ ଲାଗିଛି ଝଟକା । ଅନୁଭବଙ୍କ ପୈତୃକ ଘରେ ହିଁ ରହିବେ ବର୍ଷା ପ୍ରିୟଦର୍ଶିନୀ । ନିକଟରେ ଏସଡିଜେଏମ କୋର୍ଟ ଶୁଶାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ, ଅନୁଭବଙ୍କ ଘର ଛାଡି...
ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ
ଯଶୱନ୍ତ ସିହ୍ନା ହେବେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ । ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡାନ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖାର୍ଗେ ଘୋଷଣା କରିଛନ୍ତି । ଏନସିପି ସୁପ୍ରିମୋ...
ବବିଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ
ବିଜୁ ଜନତା ଦଳରେ ସାମିଲ ହେଲେ କଟକ ସୂତାହାଟର ମିନତୀ ପଟ୍ଟନାୟକ । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାଁରେ ଲେଖି ଚର୍ଚ୍ଚାକୁ ଆସିଥିଲେ ମିନତୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ...
କଂଗ୍ରେସ ୯ ବିଧାୟକଙ୍କୁ ଦିଲ୍ଲୀ ଡାକରା
ଆଜି ସଂଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବେ ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକ । ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତି ପାଇଁ ଡାକରା ହୋଇଥିବା ଚର୍ଚ୍ଚା ହେଉଛି । ଏହାସହିତ ସଙ୍ଗଠନକୁ କିପରି...
ଯୋଗରୁ ଫେରିବାବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ
କୋଣାର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ପିନୀ ବେଷ୍ଣବ ଯୋଗ ଦିବସ କାର୍ଯ୍ୟକ୍ରମ ସାରି ଫେରିବାବେଳେ ଅଘଟଣ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ତୋରଣ ଯୋଗ ପାଇଁ ଲାଗିଥିଲା । ତୋରଣଟି ମନ୍ତ୍ରୀଙ୍କ ଗାଡି ଉପରକୁ ଖସି ପଡିଥିଲା ।...
ସାରା ବିଶ୍ୱ ପାଳୁଛି ଯୋଗ ଦିବସ
ବିଶ୍ୱବ୍ୟାପୀ ପାଳିତ ହେଉଛି ଯୋଗ ଦିବସ । ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ...
















