ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ: ଗାଡିରେ ରକ୍ତ ଛିଟା
ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଅଭିଯୋଗ । ଢେଙ୍କାନାଳ ଶାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ହୋଇଛନ୍ତି । ଗତକାଲି ରାତିରୁ ନିଖୋଜ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଢୋଲପଶି-ଶାଙ୍କୁଲେଇ ରାସ୍ତାକଡରୁ ନିଖୋଜ...
ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ
ଭୁବନେଶ୍ୱର ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ । ଓଭରବ୍ରିଜ୍ ଉପରେ ଯୁବକ ଜଣଙ୍କ ଯାଉଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...
ଭିଜିଲାନ୍ସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପତ୍ନୀ
ପୁଳାପୁଳା ଟଙ୍କା । ଗଣ୍ଡାଗଣ୍ଡା ଗାଡି ।
ଚାରି ଚାରିଟା ଘର ଠାବ ହେବା ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ଅତିରିକ୍ତ ଏସପି । ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।...
ରସିକିଆ ନକଲି ଡାକ୍ତରର ଖୋଲୁଛି ମୁଖା
ଭୁବନେଶ୍ୱରରୁ ବନ୍ଧା ହୋଇଥିବା ରସିକିଆ ଡାକ୍ତରର ଖୋଲୁଛି କଳା କାରନାମା । ୧୪ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ଥିବା ଡାକ୍ତରଙ୍କର ରହିଛନ୍ତି ଆହୁରି ୩ ପତ୍ନୀ । ଛତିଶଗଡ, ଆସାମ, ଓଡିଶାରୁ ଆଉ ୩ ପତ୍ନୀଙ୍କର ମିଳିଛି ସନ୍ଧାନ...
23ଟି ସ୍ଥାନରେ ନିର୍ବାଚନ ବନ୍ଦ
ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ 23ଟି ସ୍ଥାନରେ ନିର୍ବାଚନ ବନ୍ଦ ରହିଛି । ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ, 3 ଜଣ ପଞ୍ଚାୟତ ସମିତି ପ୍ରାର୍ଥୀ,...
ନିର୍ବାଚନ ଦିନ ହିଁ ଚାଲିଗଲା ପ୍ରାର୍ଥୀଙ୍କ ଜୀବନ
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ଭିତରେ ଦୁଖଃଦ ଘଟଣା ସାମ୍ନାକୁ ଆସୁଛି । ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥୀ...
୬୯ ବର୍ଷ ବୟସରେ ଚାଲିଗଲେ
ଆରପାରିରେ ବଲିଉଡର ଡିସ୍କୋ ସିଙ୍ଗର ବାପି ଲାହିରି । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଡିସ୍କୋ ସିଙ୍ଗର ବାପି ଲାହିରିଙ୍କ ୬୯ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି...
ଆଉ ଜଣଙ୍କୁ ମାରିଦେଲେ ମାଓବାଦୀ
ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ହିସାଂ ଭିଆଇଛନ୍ତି ଲାଲବାହିନୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଭଣ୍ଡରଙ୍ଗୀ...
ପୋଲିସ ବାବୁଙ୍କ ଆଖିଖୋସା ସମ୍ପତ୍ତି
ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍ । କୋଟିଏ ୧୧ ଲକ୍ଷ ଟଙ୍କାର ବି.ଏମ୍.ଡବ୍ଲ୍ୟୁ ଏକ୍ସ ସେଭେନ...
ଯେକୌଣସି ସମୟରେ ଋଷିଆ ଆକ୍ରମଣ କରିପାରେ
ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ପାଇଁ ଋଷିଆର ଜୋରଦାର ପ୍ରସ୍ତୁତି । ୟୁକ୍ରେନ ସୀମାନ୍ତରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି ଋଷିଆ । ବେଲାରୁସ, କ୍ରିମିଆ ଓ ଋଷିଆର ପଶ୍ଚିମାଞ୍ଚଳରେ ଏୟାରକ୍ରାଫ୍ଟ, ଫାଇଟର ଜେଟ୍ ମୁତୟନ...
















