କୋଉଠି ଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ?
କୋଉଠି ଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ? ଦୀର୍ଘଦିନ ପରେ ପଞ୍ଚାୟତ ଭୋଟ ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ପ୍ରସଙ୍ଗକୁ ପୁଣି ସତେଜ କରିଛି କଂଗ୍ରେସ । ପିସିସି ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ...
ଏହିସବୁ ଚାଇନିଜ୍ ଆପ୍ ବ୍ୟାନ କଲେ କେନ୍ଦ୍ର ସରକାର
ଦେଶରେ ପୁଣି ବ୍ୟାନ୍ ହେଲା ୫୪ଟି ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଏହି ୫୪ଟି ଚାଇନିଜ୍ ଆପ୍କୁ ବ୍ୟାନ୍ କରିଛନ୍ତି । ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ରହିଛି, ସୁଇଟ୍ ସେଲ୍ଫି ଏଚଡି, ବିଉଟି କ୍ୟାମେର,ସେଲ୍ଫି...
ଗିରଫ ହେଲେ ରସିକିଆ ନକଲି ଡାକ୍ତର
ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର । ୭ଟି ରାଜ୍ୟରେ ଡାକ୍ତରଙ୍କ ରହିଛନ୍ତି ୧୪ଜଣ ସ୍ତ୍ରୀ । ଅଭିଯୁକ୍ତ ଜଣଙ୍କ ହେଲେ ବିଦୁ ପ୍ରକାଶ ସ୍ବାଇଁ ପ୍ରସାଦ । ବିବାହ ନାଁରେ ସେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ...
ଆଇପିଏଲ ମହାନିଲାମୀର ଦ୍ୱିତୀୟ ଦିନ: live
ଗୁଜୁରାଟ ପାଇଁ ଖେଳିବେ ଦୁଇ ଭାରତୀୟ ଅଲରାଉଣ୍ଡର ଜୟନ୍ତ ଯାଦବ ଓ ବିଜୟ ଶଙ୍କର । ଜୟନ୍ତ ଯାଦବଙ୍କୁ ୧ କୋଟି ୭୦ ଲକ୍ଷ ଓ ବିଜୟ ଶଙ୍କରଙ୍କୁ ୧ କୋଟି ୪୦ ଲକ୍ଷରେ କିଣିଲା ଗୁଜୁରାଟ ଟାଇଟନ୍ସ...
କୁବେର ଏଡିଏମ ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ ଏଡିଏମ ବିଶ୍ୱଜିତ୍ ମହାପାତ୍ର ଗିରଫ । ବିଶ୍ୱଜିତ୍ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଦୁଇଦିନ ଧରି ୭ଟି ସ୍ଥାନରେ ଚାଲିଥିଲା ରେଡ୍ । ମାରାଥନ୍ ରେଡବେଳେ...
୧୬ରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା !
ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା...
ବଜାଜ୍ ଅଟୋର ସଂସ୍ଥାପକ ରାହୁଲ ବଜାଜଙ୍କ ପରଲୋକ
ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଏପ୍ରିଲ ମାସରେ ବାଜାଜ ଅଟୋରୁ ଅଧ୍ୟକ୍ଷ ଭାବେ ଇସ୍ତଫା ଦେଇଥିଲେ...
ପୁରୀ ଶ୍ରୀଚୈତନ୍ୟ ଗୌଡୀୟ ମଠ ପରିଦର୍ଶନ କରିବେ ରାଷ୍ଟ୍ରପତି
ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଏବଂ ୩ଟା ୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ...
କଂଗ୍ରେସକୁ ଆଉ ଏକ ଝଟକା
କଂଗ୍ରେସର ଆଉ ଏକ ପୋଷ୍ଟର ଗାର୍ଲ ବିଜେପିରେ ସାମିଲ ହୋଇଛନ୍ତି । ପଲ୍ଲବି ସିଂ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ପଲ୍ଲବି କଂଗ୍ରେସର ତୃତୀୟ ବା ଥାର୍ଡ ପୋଷ୍ଟର ଗାର୍ଲ । ଏହାପୂର୍ବରୁ ପ୍ରିୟଙ୍କା ମୋର୍ଯ୍ୟ ଏବଂ ବନ୍ଦନା...
କେଉଁ ଖେଳାଳୀଙ୍କୁ କିଏ କିଣିଲା
ଭେଟେରାନ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଏଥର ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଇଲେଭନ ପାଇଁ ଖେଳିବେ । ଆଜିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ମେଗା ଆଇପିଏଲ ନିଲାମୀରେ ପଞ୍ଜାବ ଦଳ ଧାୱନଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି । ଧାୱନଙ୍କ...

















