ରାଜନୀତିରୁ ସନ୍ୟାସ ନେଲେ
ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ବାବୁଲ ସୁପ୍ରିୟ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟ । ରାଜନୀତି ଛାଡିବା ନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । କେଉଁ ଦଳକୁ ଯିବେ ସେ...
ଅଗଷ୍ଟ ଗାଇଡଲାଇନ : ଟ୍ବିନସିଟିରେ ସପ୍ତାହାନ୍ତ ସଟଡାଉନ୍
ଘୋଷଣା ହେଲା ଅଗଷ୍ଟ ଗାଇଡଲାଇନ । ରାଜ୍ୟର 27 ଟି ଜିଲ୍ଲାରେ ସଂକ୍ରମଣ ଅତି ନଗଣ୍ୟ ରହିଥିବାରୁ ସରକାର ଲକଡାଉନ କଟକଣାକୁ କୋହଳ କରିଦେବା ସହ ଆଂଶିକ କଟକଣା ବଳବତ୍ତର ରଖିଛନ୍ତି । କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ...
ଛୁଟି ଦିନରେ ବି ମିଳିବ ଦରମା
ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟ୍ ଭୁକ୍ତ ଛୁଟି ଦିନରେ ବି ଦରମା ଆକାଉଣ୍ଟକୁ ଆସିବ । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟଡ କ୍ଲିଅରିଂ ହାଉସ୍ ବା ଲାର୍ଜ ସପ୍ତାହର ସବୁଦିନ ଖୋଲା ରହିବ ।ଏନେଇ ସୂଚନା...
ଗିରଫ ହେଲେ କୋଟିପତି ପିଏସ୍
ଶେଷରେ ଗିରଫ ହେଲେ କୋଟିପତି ପିଏସ ବିରଞ୍ଚି ସାହୁ । ଗତକାଲି ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ବିରଞ୍ଚି ଓ ତାଙ୍କ ସଂପର୍କୀୟଙ୍କ ଘରେ ଏକକାଳୀନ 6ଟି ସ୍ଥାନରେ ଚଢାଉ କରିଥିଲା । ତାଙ୍କ...
ଭାଇରାଲ ହେଉଛି ମାହିଙ୍କ ନ୍ୟୁ ଲୁକ୍
ଇଣ୍ଟରନେଟରେ ଭାଇରାଲ ହେଉଛି ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ୍ । ଏହି ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ...
ଆଜି ଆସିବ ଅଗଷ୍ଟ ଗାଇଡଲାଇନ୍
ଆସନ୍ତାକାଲି ଅର୍ଥାତ୍ ରବିବାର ସକାଳେ ଶେଷ ହେଉଛି ଜୁଲାଇ ଗାଇଡଲାଇନ୍ । କଣ ହେବ ଅଗଷ୍ଟ ଗାଇଡଲାଇନ୍ । ସମ୍ପୂର୍ଣ୍ଣ ଅନଲକ ହେବ ନା ଆଉ କିଛି କଟକଣା ଲଗାଇବେ ସରକାର । ତା ଉପରେ ଏବେ ସମସ୍ତଙ୍କ ନଜର...
ପୁରୁଷ ହକିରେ ଜାପାନକୁ ହରାଇଲା ଭାରତ
ଟୋକିଓ ଅଲିମ୍ପିକ୍ସରେ ଆୟୋଜକ ଜାପାନକୁ ହରାଇଲା ଭାରତ । ପୁରୁଷ ହକିରେ ଭାରତ ଜାପାନକୁ 5-3 ଗୋଲରେ ହରାଇ ବିଜୟ ହାସଲ କରିବା ସହ ଗ୍ରୁପ -ଏ ରେ ନିଜ ସ୍ଥିତି ସୁଦୃଢ କରିଛି । ଗୁରଜନ୍ତ ସିଂଙ୍କ ଦୁଇଟି...
ପଦକ ପକ୍କା କଲେ ସିନ୍ଧୁ
ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ସମ୍ଭାବନାକୁ ନିଶ୍ଚିତ କରିଛନ୍ତି ପି.ଭି. ସିନ୍ଧୁ । ଏପର୍ଯ୍ୟନ୍ତ କୌଣସି ଗୋଟିଏ ମ୍ୟାଚ୍ ନ ହାରି ମହିଳା ସିଙ୍ଗଲ୍ସରେ ସେମିରେ ପହଞ୍ଚି ଯାଇଛନ୍ତି ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ...
ଜବତ ହେଲା ପୁଳା ପୁଳା ଟଙ୍କା
ଜବତ ହେଲା ପୁଳା ପୁଳା ଟଙ୍କା । ଯେତେ ଗଣିଲେ ବି ସରିଲାନି । ସକାଳୁ ଆରମ୍ଭ ହୋଇଥିଲାଯେ, ଅପରାହ୍ନ ଯାଏଁ ଟଙ୍କାଗଣା ଚାଲିଥିଲା । ଯାହାଙ୍କ ଘରୁ ଭିଜିଲାନ୍ସ ଏତେ ଟଙ୍କା ଜବତ କଲା, ସେ ବାବୁ ହେଉଛନ୍ତି...
ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ
ସିବିଏସଇ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଲା । ପରୀକ୍ଷାରେ 99.37 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାରେ 99.13 ପ୍ରତିଶତ ଛାତ୍ର ଏବଂ 99.67 ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 70,004 ଛାତ୍ରଛାତ୍ରୀ 95 ପ୍ରତିଶତରୁ...


















