୧୭ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା
କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭ ଲକ୍ଷ ସାମ୍ବାଦିକ ପରିବାରଙ୍କୁ ୧୫ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । ଏହି ସାମ୍ବାଦିକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ, ଗଞ୍ଜାମରୁ ୭,...
ଡିଏଫଓଙ୍କୁ ଜେରା, ଖୋଲିବ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଡିଏଫଓଙ୍କୁ ଘନଘନ ଜେରା । କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ ଆଜି କଡା ସୁରକ୍ଷା ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ନେଇ ଜେରା କରୁଛି ପୋଲିସ । ସୌମ୍ୟଙ୍କୁ ହତ୍ୟା କରାଯିବା...
ହେ ଭଗବାନ୍ କିଛି ବି କରେଇ ଡିଭୋର୍ସ କରେଇ ଦିଅନ୍ତୁ …
ଦିନକୁ ଦିନ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ଆସିବାରେ ଲାଗିଛି I ବିଦ୍ୟା ଭାରତୀଙ୍କ ଚିଠି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନ ଥିବା ନେଇ ସ୍ପଷ୍ଟ କରିଛି I ଗତକାଲି ମିଳିଥିବା ଚିଠିରେ ସେ ଆଇ...
ଘର ଭିତରେ ଘଟିଛି ଘଟଣା
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିିସିପି ବିଜୟ କୁମାର ମଲ୍ଲିକ । ଏସିଏଫ ସୌମ୍ୟ ରଞ୍ଜନଙ୍କ କ୍ୱାର୍ଟର୍ସ ଯାଞ୍ଚ କରାଯାଇଛି । ଘର ଭିତରେ ହିଁ ସୌମ୍ୟ ପୋଡି ହୋଇଛନ୍ତି...
ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ସ୍ୱୟଂଶିବ
ଖମ୍ବ ଦେଖିବା ମାତ୍ରେ ଗୋଡ଼ହାତ ଥୟ ଧରେନି । ଭବିଷ୍ୟତରେ ସେନାରେ ଯୋଗ ଦେବାର ନିଶା ଯୋଗୁଁ ୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଳାହାଣ୍ଡିର କୁନି ପୁଅ ସ୍ୱୟଂଶିବ । ମାତ୍ର ୩...
ସୁସ୍ଥ ହେବାପରେ ଚାଞ୍ଚଲ୍ୟକର ବୟାନ ଦେଲା ଜଗନ୍ନାଥ
ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କାଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ଜଗନ୍ନାଥ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି ଡିସିପି । ହତ୍ୟା ସମ୍ପର୍କରେ ଜଗନ୍ନାଥକୁ ଜେରା କରାଯାଇଛି । ୪ ଦିନ ପୂର୍ବରୁ ସୁଇସାଇଡ ନୋଟ ପ୍ରସ୍ତୁତ କରିଥିଲା ଜଗନ୍ନାଥ...
ବିନା ଭକ୍ତରେ କାଳିଆ ସଜେଇ ହେବ ସୁନାରେ
ଆଜି ମହାପ୍ରଭୁଙ୍କ ସୁନାବେଶ I ଗତକାଲି ଶାନ୍ତିଶୃଙ୍ଖଳା ମଧ୍ୟରେ ବାହୁଡାଯାତ୍ରା ଶେଷ ହୋଇଥିଲା I ତିନିରଥ ଶ୍ରୀମନ୍ଦିର ନିକଟରେ ନିର୍ଦ୍ଦାରିତ ସମୟ ପୂର୍ବରୁ ପହଞ୍ଚି ଯ଼ାଇଥିଲା I ଶାନ୍ତିଶୃଙ୍ଖଳା ଭିତରେ ବାହୁଡାଯାତ୍ରା ନୀତିକାନ୍ତି ଶେଷ ହେବା ପରେ ଆଜି ମହାପ୍ରଭୁଙ୍କ...
ବାହୁଡିବା ପାଇଁ ରଥାରୁଢ ହେଲେ ମହାପ୍ରଭୁ
ଜନ୍ମବେଦୀରୁ ମହାପ୍ରଭୁ ଫେରିବେ ରତ୍ନବେଦୀକୁ । ଆଜି ସକାଳୁ ଆରମ୍ଭ ହୋଇଥିବା ବାହୁଡାଯାତ୍ରା ପର୍ବରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନ, ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ର ଏବଂ ଶେଷରେ କାଳିଆ ଠାକୁରଙ୍କ...
ଚର୍ଚ୍ଚାରେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଆଜି ସୌମ୍ୟଙ୍କ ମା ଚାଞ୍ଚଲ୍ୟକର ତଥ୍ୟ ଦେଇ କହିଛନ୍ତି , ପୁଅ ସହ ବୋହୂର ବିଲକୁଲ ସମ୍ପର୍କ ନଥିଲା । ବର୍ଷକ ପର୍ଯ୍ୟନ୍ତ...
ରାଣୀଙ୍କ ସ୍ବପ୍ନ ପୁରା ହେବ କେମିତି ?
ରାଣୀ ହେମ୍ବ୍ରମ । ବୟସ ୧୬ । ଚଳିତବର୍ଷ ମାଟ୍ରିକରେ ରଖିଛନ୍ତି ୫୧୧ ନମ୍ବର । ଅଧିକ ପାଠ ପଢି ଡାକ୍ତର ହେବାକୁ ତାଙ୍କର ସ୍ବପ୍ନ । କିନ୍ତୁ ରାଣୀଙ୍କ ଏ ସ୍ବପ୍ନ ପୁରା ହେବ କେମିତି...

















