ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାମର ସମୀକ୍ଷା
ଭୁବନେଶ୍ୱରର ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡ୍କୋ ଇନକ୍ୟୁବେସନ କନଷ୍ଟ୍ରକ୍ସନ ସାଇଟରେ କାମ ତଦାରଖ କରିଛନ୍ତି ଭି.କେ ପାଣ୍ଡିଆନ୍ । ପୂର୍ବରୁ ବରମୁଣ୍ଡାରେ ଆଇଏସବିଟି ପ୍ରକଳ୍ପ...
ପୋଷ୍ଟମର୍ଟମ ପରେ ପରିବାରକୁ ଦିଆଯିବ ମୃତଦେହ
ଗ୍ୟାଙ୍ଗଷ୍ଟର ହାଇଦରର ଆଜି ହେବ ଶବ ବ୍ୟବଚ୍ଛେଦ । ବାଲେଶ୍ୱର ମେଡିକାଲରେ ରହିଛି ହାଇଦରର ମୃତଦେହ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ପୋଷ୍ଟମର୍ଟମ ପରେ ହାଇଦରର ମୃତଦେହ ପରିବାରକୁ ଦିଆଯିବ । ମେଡିକାଲରେ...
ଡନ୍ ଡ୍ରାମାରେ ଯବନିକା
ବାରମ୍ବାର ଫେରାର ହେବାକୁ ଚେଷ୍ଟା କରୁଥିଲା କୁଖ୍ୟାତ ଗ୍ୟାଙ୍ଗ ହାଇଦର । ଶେଷରେ ଏନକାଉଣ୍ଟରରେ ପ୍ରାଣ ହରାଇଲା । ପରିସ୍ରା କରିବା ବାହାନାରେ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବାରିପଦା ସିମୁଳିଆ ନିକଟରେ ଏନକାଉଣ୍ଟର କରିଥିଲା ପୋଲିସ ।...
କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର
ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ବାରିପଦା ନିକଟରେ ଏନକାଉଣ୍ଟର କରାଯାଇଛି । ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାରିପଦା ନିକଟରେ ସେ ପରିସ୍ରା କରିବା ପାଇଁ ଓହ୍ଲାଇଥିଲା । ପରିସ୍ରା କରିବା ବାହାନାରେ ଗାଡି ରହିବା...
ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ
ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଓଡିଶାରେ ଦଶମ ଶ୍ରେଣୀରେ 99.99 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବାଦଶ ଶ୍ରେଣୀରେ 99.83 ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । results.cisce.org ଓ୍ବେବସାଇଟରେ ପରୀକ୍ଷାଫଳ ଉପଲବ୍ଧ...
ଅଶ୍ଳୀଳ ସିନେମା ତିଆରି ମାମଲାରେ ଶିଳ୍ପାଙ୍କୁ ବି ଜେରା
ଅଶ୍ଳୀଳ ସିନେମା ତିଆରି କରୁଥିବା ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରି ଜେରା କରିବା ପରେ ଶିଳ୍ପାଙ୍କ ପାଳି ପଡିଛି । କ୍ରାଇମବ୍ରାଞ୍ଚ ଟିମ୍ ରାଜକୁନ୍ଦ୍ରାଙ୍କୁ ଧରି ଶିଳ୍ପାଙ୍କ ଘରେ ପହଞ୍ଚିଭା...
ଭାରତକୁ ମିଳିଲା ପ୍ରଥମ ପଦକ
ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ମୀରାବାଇ ଚାନୁ ଭାରତ ପାଇଁ ଆଣି ଦେଇଛନ୍ତି ପ୍ରଥମ ପଦକ । ଭାରୋତ୍ତଳନର 49 କେଜି ବର୍ଗରେ ଚାନୁ ଜିତିଛନ୍ତି ରୌପ୍ୟ ପଦକ । ଭାରତ ପାଇଁ ପ୍ରଥମ ପଦକ...
ହକିରେ ଭାରତର ରୋମାଞ୍ଚକର ବିଜୟ
ଟୋକିଓ ଅଲମ୍ପିକ୍ସ । ପୁରୁଷ ହକିରେ ଭାରତର ରୋମାଞ୍ଚକର ବିଜୟ । ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କଲା ଭାରତ । ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ବିଜୟୀ କରାଇଲେ । ଆୟାଜକ ଜାପାନକୁ...
ସୌମ୍ୟଙ୍କ ମୃତ୍ୟୁରେ ଡିଏଫଓଙ୍କ କୌଣସି ସମ୍ପୃକ୍ତି ନାହିଁ
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ DFO ସଂଗ୍ରାମ ବେହେରାଙ୍କ କୌଣସି ସମ୍ପୃକ୍ତି ନାହିଁ। ଗଣମାଧ୍ୟମ ଆଗରେ ବଡ଼ ସୂଚନା ଦେଇଛନ୍ତି ଗଜପତି ଏସ୍ପି। ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଏସ୍ପି ଦେଇଛନ୍ତି। ଘଟଣା ସହିତ DFOଙ୍କ କୌଣସି...
ଉଦଘାଟିତ ହେଲା ଟୋକିଓ ଅଲିମ୍ପିକ
ଜାପାନ ନ୍ୟାସନାଲ ଷ୍ଟାଡିଅମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ । 68 ହଜାର ଆସନ ବିଶିଷ୍ଟ ଏହି ଷ୍ଟାଡିଅମରେ କିନ୍ତୁ କୋଭିଡ ପାଇଁ ଅଳ୍ପ କିଛି ଅଧିକାରୀ, ଭିଆଇପି, ଭିଭିଆଇପି ଓ ଖେଳାଳିଙ୍କ ଉପସ୍ଥିତିରେ ଆରମ୍ଭ...


















