ଆଜି କରୋନାରେ ଖୋର୍ଦ୍ଧାରୁ ସର୍ବାଧିକ ମୃତ୍ୟୁ
ରାଜ୍ୟର କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଦିନକରେ ଆଉ ୪୩ ଆକ୍ରାନ୍ତଙ୍କର ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ନୟାଗଡ, ପୁରୀ, ବରଗଡରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି...
କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ
ଭୁବନେଶ୍ୱର,୨୭ ।୬: ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍ରେ ଅନୁଷ୍ଠିତ...
ଶହେ ଟଙ୍କା ପାଇଁ ହତ୍ୟା
ମାତ୍ର ଶହେ ଟଙ୍କା ପାଇଁ ହତ୍ୟା । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ ।
ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ ଦେଇଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢେ ଏଗାରଟା ବେଳେ...
ବାଟରେ ବିକିଦେଲେ ଟିକା !
କେନ୍ଦୁଝର: (ରିପୋର୍ଟ-ବିକାଶ ବିଶ୍ବାଳ) ଗାଁରେ ପହଞ୍ଚୁନି ଟିକା । ଯେତିକି ଟିକା ଯିବା କଥା, ସେତିକି ପହଞ୍ଚୁନି । ଟିକା ନେଇ ଯାଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କିଛି ଟିକା ଅଧା ବାଟରେ ବିକି ଦେଉଥିବା ଅଭିଯୋଗ ହୋଇଛି ।...
ବିଜୁ ମହିଳା ଜନତା ଦଳରେ କିଏ ପାଇଲେ କେଉଁ ପଦ
ବିଜୁ ମହିଳା ଜନତା ଦଳରେ ନୂଆ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ ଅନୁଯାୟୀ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନିଯୁକ୍ତିରେ...
ଜିଓର ନୂଆ ପ୍ଲାନ, ବର୍ଷେ ପାଇଁ ଫ୍ରି କଲ୍ ସହ ପାଇବେ ୩ଜିବି ଡାଟା
ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ପ୍ରିପେଡ ପ୍ଲାନ୍ । ଯାହାର ନାଁ ରହିଛି ସାଇଲେଣ୍ଟଲି ଲଙ୍ଗ୍ ଭ୍ୟାଲିଡିଟି । ଜିଓର ଏହି ପ୍ଲାନର ମୂଲ୍ୟ ରହିଛି ୩,୪୯୯ ଟଙ୍କା । ୩ଜିବି ଡାଟା ସହ...
ଡେଲ୍ଟା ପ୍ଲସ ତାଲିକାରେ ଆଉ ଏକ ରାଜ୍ୟ
ଦେଶରେ କରୋନାର ନୂଆ ଭାରିଆଣ୍ଟଡେଲଟା ପ୍ଲସକୁ ନେଇ ଏବେ ସବୁଠି ଚିନ୍ତା । ହରିୟାଣାର ଫରିଦାବାଦରୁ ଜଣେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇଏସଆଇସି ମେଡିକାଲ କଲେଜରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ...
୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ
୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ବଲାଙ୍ଗୀର ଓ ଦେବଗଡ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂହ ରହିଛନ୍ତି । ସେହିପରି ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ,...
କମୁନି ସଙ୍କ୍ରମଣ ,ବଢୁଛି ମୃତ୍ୟୁ ସଂଖ୍ୟା
ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ଭିତରେ ୪୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବରଗଡ, କଟକ, ନୟାଗଡରୁ ୫ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ...
କିସ୍ରୁ ମାଟ୍ରିକ୍ ପାଶ୍ କଲେ ଦାନ ମାଝୀଙ୍କ ଝିଅ
ଭୁବନେଶ୍ୱର,୨୫।୬: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର...
















