କିସ୍ରୁ ମାଟ୍ରିକ୍ ପାଶ୍ କଲେ ଦାନ ମାଝୀଙ୍କ ଝିଅ
ଭୁବନେଶ୍ୱର,୨୫।୬: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର...
ଓଡିଶାରେ ଡେଲଟା ପ୍ଲସ ଭେରିଆଣ୍ଟ
ଓଡିଶାରେ ଜଣେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏନସିଡିସି ନିର୍ଦ୍ଦେଶକ ଡାକ୍ତର ଏସ. କେ. ସିଂହ ଏହି ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ମୋଟ 48 ଟି ଡେଲଟା ପ୍ଲସ କେସ୍ ଚିହ୍ନଟ...
ବିନା ପରୀକ୍ଷାରେ ପ୍ରଥମ ମାଟ୍ରିକ ପରୀକ୍ଷା
ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ I ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଏଥରକ ମାଟ୍ରିକ ଫଳ ପ୍ରକାଶ ପାଇଛି I 97.89 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ଚଳିତବର୍ଷ 5 ଲକ୍ଷ 74 ହଜାର 125...
୪୩ ଥର ପଜିଟିଭ୍ ଆସିବା ପରେ ସୁସ୍ଥ ହେଲେ ସ୍ମିଥ୍
ଇଂଲଣ୍ଡରୁ ଏମିତି ଏକ କରୋନା ସଙ୍କ୍ରମିତ ମାମଲା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇଂଲଣ୍ଡର ବ୍ରିଷ୍ଟଲରେ ରହୁଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ ୪୩ ଥର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୃତ୍ୟୁ ମୁଖରୁ...
ଜିମ୍ ଖୋଲିବାକୁ ଚିଠି
ଜିମ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଜିମ୍ ମାଲିକ ସଂଘ । ଏହାସହ କ୍ଷତିପୂରଣ ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଅପିଲ କରିଛି ସଂଘ । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାରେ ଜିମକୁ ସାମିଲ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି...
ବନ୍ଦ ହେଲା ଏକ ନମ୍ବର ହାଟ
କୋଭିିିିଡ ନିୟମ ଉଲ୍ଲଂଘନ କରୁଥିବାରୁ ବିଏମସି କର୍ତ୍ତୃପକ୍ଷ ଭୁବନେଶ୍ବରର ମୁଖ୍ୟ ହାଟ ଏକ ନମ୍ବର ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । ସାପ୍ତାହିକ ସଟ୍ ଡାଉନ ପୂର୍ବରୁ ଏକ ନମ୍ବର ହାଟରେ ପ୍ରବଳ ଭିଡ ଲାଗି ରହିଥିଲା...
ପିଲାଙ୍କ ପରୀକ୍ଷା ଦାୟିତ୍ୱ ଶିକ୍ଷକଙ୍କ ହାତରେ
ପିଲାଙ୍କ ଦାୟିତ୍ବ ନେବେ ଶିକ୍ଷକ । ଛାତ୍ରଛାତ୍ରୀ କେମିତି ପରୀକ୍ଷା ଦେବେ, ତାହା ସୁନିଶ୍ଚିତ କରିବେ ଶିକ୍ଷକ । ୟୁଜି, ପିଜି ପରୀକ୍ଷା ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବୈଠକ ପରେ...
ଆକାଶ ପାଠକଙ୍କୁ ଜାମିନ
ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପଞ୍ଚମ ମାମଲାରେ ହାଇକୋର୍ଟଙ୍କ ଜାମିନ ପ୍ରଦାନ । ଜାମିନ ପ୍ରଦାନ କଲେ ଜଷ୍ଟିସ୍ ଦେବବ୍ରତ ଦାଶ । ଭିଜିଲାନ୍ସ, ସ୍କାଏକିଙ୍ଗ, ଗୋଳନ୍ଥରାର ୨ଟି ମାମଲାରେ ମିଳିଛି ଜାମିନ । ଆଜି ବୈଦ୍ୟନାଥପୁର...
ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି
ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ I ସ୍ନାନମଣ୍ଡପରେ 108 ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବା ପରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କରିଥିଲେ I ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ହାତୀବେଶ I ...
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜାଲ୍ଟ
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ I କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ଚାରିଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ I ସନ୍ଧ୍ୟା 6ଟା ପରେ ଓ୍ବେବସାଇଟରେ ଉପଲବ୍ଧ ହେବ I www.bseodisha.nic.in ରେ ପରୀକ୍ଷା ଫଳ ମିଳିପାରିବ I...
















