30.6 C
Bhubaneswar
Wednesday, July 29, 2026
-Advertisement-

ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂ

ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ପୁନଃ ନିର୍ବାଚିତ ହୋଇଛନ୍ତି ହରିବଂଶ ନାରାୟଣ ସିଂ । ସେ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ସମ୍ଭାଳିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ତାଙ୍କ ନେତୃତ୍ୱ ଏବଂ...

ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବ ସରକାର : ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଧୂରା ସ୍ୱପ୍ନ ପୂରଣ କରିବାକୁ ସରକାରଙ୍କ ସଂକଳ୍ପ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,...

ଏବେବି ସକ୍ରିୟ ଅଛନ୍ତି ମାଓବାଦୀ

କେନ୍ଦ୍ର ସରକାରଙ୍କ ମାଓ ଦମନ ଡେଡ୍ ଲାଇନ୍ ଶେଷ ହେବା ପରେ ବି ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ବୁଧବାର ସକାଳୁ ସରଣ୍ଡା ଜଙ୍ଗଲରେ ହୋଇଛି ଗୁଳି ଏବଂ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ସୁରକ୍ଷାବାହିନୀ ଗୁଳିରେ ୩...

ଆଜିରୁ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା

ଆଜିଠୁ ଆରମ୍ଭ ହୋଇଛି ଡିଜିଟାଲ୍ ଜନଗଣନା। ଆସନ୍ତା ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା। ତେବେ ଏହି ଗଣନାରେ ୯୦ ହଜାର ୨୦୦ ଅଧିକାରୀ ଘର ଘର ବୁଲି ଜନଗଣନା କରିବେ। ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ବିଜ୍ଞାନ ଶିକ୍ଷକ

ନୟାଗଡ଼ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ମଳିକଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଶିକ୍ଷକ ଟିକାବାଲି ଥାନା ଅଞ୍ଚଳର ଏକ ହାଇସ୍କୁଲରେ କାର୍ଯ୍ୟରତ...

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ୩ ବର୍ଷ ଜେଲ୍ ଗଲେ ୭ ଜଣ ଦୋଷୀ

ଭୁବନେଶ୍ୱରରେ ଓଟିପି ସେୟାରିଂ ମାଧ୍ୟମରେ ଗୁପ୍ତ ତଥ୍ୟ ଲିକ୍ କରିବା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂଯୋଗ ରଖିଥିବା ଗୁରୁତର ଅଭିଯୋଗ ସହିତ ସମ୍ପୃକ୍ତ ମାମଲାରେ ଭୁବନେଶ୍ୱର କୋର୍ଟ ବଡ଼ ରାୟ ଦେଇଛନ୍ତି। ପାକିସ୍ତାନୀ ଏଜେଣ୍ଟ ସହ ତଥ୍ୟ ଲିକ୍...

ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ କରି ଦର୍ଶନ କରିବେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଭିଡ଼ ନିୟନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଭାବରେ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହି ନୂତନ ପ୍ରଣାଳୀକୁ ଆଣିବା ପାଇଁ ଯୋଜନା ଚାଲିଛି। ଏହି ନୂଆ...

ଚୀନ୍‌କୁ ମାତ୍ ଦେବାକୁ ଭାରତର ନୂଆ ରଣନୀତି

IMEC (ଇଣ୍ଡିଆ-ମିଡିଲ୍ ଇଷ୍ଟ ୟୁରୋପିଆନ୍ ଇକୋନୋମିକ କରିଡର) ବିଶ୍ୱର ବଦଳୁଥିବା ପରିସ୍ଥିତି ଏବଂ ସମୁଦ୍ର ମାର୍ଗରେ ବଢ଼ୁଥିବା ବିପଦ ମଧ୍ୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବିକଳ୍ପ। ଏହା କେବଳ ବ୍ୟାପାରିକ ପ୍ରୋଜେକ୍ଟ ନୁହେଁ ଏହା ଜାତୀୟ ସୁରକ୍ଷା,...

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ

ଆଜି ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ। CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି ଏବେ ଛାତ୍ରଛାତ୍ରୀ ନିଜର ଫଳାଫଳ ଚେକ୍‌ କରି ପାରିବେ।ଡିଜିଲକର ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଟ ଦେଖିପାରିବେ। cbse.gov.in ଏବଂ results.cbse.nic.inରେ ରେଜଲ୍ଟ...

ଇରାନ ଏବଂ ଆମେରିକା ଯୁଦ୍ଧ କେବେ ଶେଷ ହେବ କହିଲେ ଟ୍ରମ୍ପ

ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହେବାକୁ ଯାଉଛି। ଆମେରିକା ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାର ସମୟରେ ଏହି...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...