ପାକିସ୍ତାନରେ ଇରାନ ସହିତ ଆଲୋଚନାକୁ ନେଇ ଟ୍ରମ୍ପଙ୍କ ଦାବି
ଆଜି ଏକ ଆମେରିକୀୟ ପ୍ରତିନିଧି ଦଳ ଇରାନ ସହିତ ନୂତନ ପର୍ଯ୍ୟାୟ ସିଧାସଳଖ ଆଲୋଚନା ପାଇଁ ପାକିସ୍ତାନ ଯାତ୍ରା କରିବ ବୋଲି କୁହାଯାଉଛି । ତେହେରାନ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ଯେ ଅଂଶଗ୍ରହଣ କରିବ କି ନାହିଁ। ଏହି ଆଲୋଚନା...
ରୁଷରେ ୪୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ଅଟକ
ଇରାନ ଏବଂ ରୁଷ ମଧ୍ୟରେ ସଂପର୍କ ବହୁତ ଭଲ ରହିଛି। ରୁଷର ରାଜଧାନୀ ମସ୍କୋର ଡୋମୋଡେଡୋଭୋ ବିମାନବନ୍ଦରରେ କିଛି ଇସ୍ରାଏଲୀକୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୪୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ଅଟକ ରଖାଯାଇଥିଲା।...
ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ। ବିମାନବନ୍ଦର ଅଞ୍ଚଳ ଟ୍ରାଇବାଲ ମ୍ୟୁଜିୟମ, ସର୍କିଟ...
ଜାପାନରେ ବହୁତ୍ ବଡ ଭୂକମ୍ପ;ଜାରି ହେଲା ସୁନାମୀ ଆଲର୍ଟ
ଜାପାନରେ ସୋମବାର ଦିନ ଭୂକମ୍ପର ବହୁତ୍ ବଡ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁର ସମୁଦ୍ରତଟରୁ ପ୍ରାୟ ୧୦୦ କିମି ଦୂର ପାଣି ଭିତରେ ରହିଛି...
ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ଆଲୋଚନା କରିବେ ଭାରତ ଓ ଆମେରିକା
ଇରାନ-ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ପ୍ରୟାସ ମଧ୍ୟରେ ଭାରତ ଓ ଆମେରିକା ଏପ୍ରିଲ ୨୦ରୁ ଏପ୍ରିଲ ୨୨ ମଧ୍ୟରେ ୱାଶିଂଟନରେ ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ନୂଆ କରି ଆଲୋଚନା କରିବାକୁ ଯାଉଛନ୍ତି । ମୁଖ୍ୟ ବାର୍ତ୍ତାକାର ଦର୍ପଣ ଜୈନଙ୍କ ନେତୃତ୍ୱରେ...
ଭାରତରୁ ଫେରାର ହେଲା ପାକିସ୍ତାନ ଆତଙ୍କବାଦୀ
ଭାରତରୁ ପଳାୟନ କରିଛି ଲସ୍କର-ଏ-ତୈବା ଆତଙ୍କବାଦୀ ଉମର ହାରିସ । ସେ ‘ଖରଗୋସ’ ସଜ୍ଜାଦ ନାମରେ ନକଲି ପାସପୋର୍ଟ ବ୍ୟବହାର କରି ପଳାୟନ କରିଛି । ଭାରତ ଛାଡିବା ପରେ ସେ ସାଉଦି ଆରବରେ ଲୁଚି ରହିଥିବା କୁହାଯାଉଛି। ସଜ୍ଜାଦ...
ଇରାନକୁ ଧମକ୍ ଦେଲେ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ୍ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏକ ପୋଷ୍ଟ ସେୟାର କରି ଇରାନକୁ ଧମକ ଦେଇଛନ୍ତି। ଇରାନକୁ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଟ୍ରମ୍ପ୍ କହିଛନ୍ତି,...
ଅଜିତ ପାୱାର ବିମାନ ଦୁର୍ଘଟଣା;ତଦନ୍ତରେ ସାମିଲ୍ ହେଲେ CID ଏବଂ AAIB
ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାକୁ ନେଇ ରୋହିତ ପାୱାରଙ୍କ ଦ୍ୱାରା ବେଙ୍ଗାଲୁରୁରେ ଦାଖଲ ହୋଇଥିବା Zero FIR ଏବେ CID ତଦନ୍ତର ଏକ ଅଂଶ ହେବ। ସିଆଇଡି ପୂର୍ବରୁ ବାରାମତୀ କ୍ରାସ୍ର Accidental Death Reportର ଯାଞ୍ଚ କରୁଥିଲା।...
ସହମତି ଭିତ୍ତିକ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଜାରି କଲେ ନୂତନ ଗାଇଡ୍ଲାଇନ୍ସ
ପୋକ୍ସୋ ଆକ୍ଟ ଅଧୀନରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରଦ୍ଦ କରିବା ପାଇଁ ନୂତନ ନିୟମାବଳୀ ସ୍ଥିର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟାକୁ ରଦ୍ଦ କରିବା ଆଇନ ବିରୋଧୀ ନୁହେଁ, କିନ୍ତୁ ଏଥିପାଇଁ ସାବଧାନତାର...
ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂ
ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ପୁନଃ ନିର୍ବାଚିତ ହୋଇଛନ୍ତି ହରିବଂଶ ନାରାୟଣ ସିଂ । ସେ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ସମ୍ଭାଳିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ତାଙ୍କ ନେତୃତ୍ୱ ଏବଂ...



















