ସୁପର ସଣ୍ଡେ ସୁପର ‘ସୋ’
ଦ୍ୱିତୀୟ ଟି-୨୦ରେ ବିରାଟ ବାହିନୀର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ବିରାଟ ବାହିନୀ । ୪ ୱିକେଟରେ ଟାର୍ଗେଟ ରହିଥିବା ୧୯୫ ରନ୍ ହାସଲ କରିଛି ଭାରତ । ଧୱନଙ୍କ ଧୁଆଁଧାର ୫୨ ରନ୍ ।...
ପଛରେ ବସିଲେ ବି ହେଲମେଟ୍ ଜରୁରୀ
ଏଣିକି ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ । ଆଜି ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ...
ଆଉ ଚାର୍ଟରର ଅୟସ ନାହିଁ, ଜେଲରେ ବାପପୁଅ
ସମୟ ଥିଲା, ଆକାଶରେ କଟୁଥିଲା ବହୁତ ସମୟ । ଚାର୍ଟରରେ ବ୍ରେକଫାଷ୍ଟ, ଚାର୍ଟରରେ ଲଞ୍ଚ୍ ଅବା ଡିନର୍ । ଭୁବନେଶ୍ବରରୁ ପୁନେ, ମୁମ୍ବାଇ ସହରକୁ ଉଡୁଥିଲା ଚାର୍ଟର । ଅୟସରେ କଟୁଥିଲା ସମୟ । ବୋର୍ ହେବା ପାଇଁ ସମୟ...
ଟିକା ନେବା ପରେ କରୋନା!
ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍ରେ ସ୍ୱେଚ୍ଛାକୃତ ଭାବେ ସେ କୋଭାକ୍ସିନର ଏକ ଡୋଜ୍ ନେଇଥିଲେ। କୋଭାକ୍ସିନର...
ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ
ଆସନ୍ତା ୮ତାରିଖ ଦିନ ଚାଷୀମାନଙ୍କ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯେ ଚାଷୀ ମାନଙ୍କର ଯେଉଁ ଦାବି ରହିଛି କୃଷି ଆଇନକୁ ପ୍ରତ୍ୟାହାର କରିବା...
କୃଷକ କରିବେ ‘ଭାରତ ବନ୍ଦ’
ଚାଷୀ ଆନ୍ଦୋଳନ ନେଇ କୃଷକ ନେତା ଅକ୍ଷୟ କୁମାରଙ୍କ ସୂଚନା । ଚାଷୀଙ୍କ ଦାବି ନେଇ କାଲି କେନ୍ଦ୍ର ସରକାରଙ୍କ ସହ ବୈଠକ ଅଛି । ସରକାର ଯଦି ଦାବି ନମାନନ୍ତି ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯିବ...
ଏସଆଇଟି ତଦନ୍ତ ଚାଲିଥିବା ବେଳେ ବଳୀ କଥା ଉଠାଇଲେ ସନ୍ଧ୍ୟାବତୀ
ପରୀ ବଳୀ ପକାଯାଇଥାଇପାରେ । ପରୀ ହତ୍ୟା ପଛରେ ଏମିତି ସନ୍ଦେହ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ପରୀ ଘରକୁ ଯାଇ ଅନୁଧ୍ୟାନ କରିବା ପରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି,...
ଅରୁଣଙ୍କ ବାସଭବନ ଘେରିଲା ମହିଳାମୋର୍ଚ୍ଚା
ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଉଗ୍ର ରୂପ ଧାରଣ କରିଥିଲେ । ମହିଳା ମୋର୍ଚ୍ଚା ପକ୍ଷରୁ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । କସ୍ତୁରବା...
ଝାରପଡ଼ା ଜେଲ୍ ଗଲେ ପ୍ରଦୀପ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ବର SDJM କୋର୍ଟ । ଆକାଶ ପାଠକଙ୍କ ଠକେଇରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିଲେ । ଝାରପଡ଼ା ଜେଲ୍କୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୧୪ ଦିନ...
ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡାକୁ ଟାଣିବି
ଦଳରୁ ବହିଷ୍କୃତ ହେବା ପରେ ପ୍ରଦୀପଙ୍କ ପାଇଁ ବଢୁଛି ଅଡୁଆ । ପ୍ରତିଦିନ ଗୋଟିଏ ପରେ ଗୋଟିଏ ସରକାରଙ୍କ ବିରୋଧରେ ଦୁର୍ନିତୀ ଓ ଅନିୟମିତତାର ଖୁଲାସା କରୁଥିବା ଗୋପାଳପୁର ବିଧାୟକଙ୍କୁ ଆଜି ପୋଲିସ ଉଠାଇନେଇଛି । ପ୍ରଦୀପଙ୍କ ପତ୍ନୀ ସୁଜାତା...


















