ନାଇଁ କାନ୍ଦ ମାଉସି, ମତେ ଖୁସି ଖୁସିରେ ଛାଡ..
ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ I କେହି ମୁହଁ ଲୁଚାଇ କାନ୍ଦୁଛି ତ, ଆଉ କିଏ କୁଣ୍ଢେଇ ପକେଇ କାନ୍ଦୁଛି I ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ...
ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ କଡାକ଼ଡି
ଭୁବନେଶ୍ୱର : ଗାଡି ଚାଳକମାନଙ୍କ ପାଇଁ ଆସିଯାଇଛି ସର୍ତକ ଘଣ୍ଟି I ଦୀର୍ଘ 6 ମାସର କୋହଳ ଟ୍ରାଫିକ ନିୟମର କଣ୍ଟ ପୁରିଛି I ମାର୍ଚ୍ଚ ପହିଲାରୁ ପୁଣି କଡାକ଼ଡି ହେବ ନୂଆ ଟ୍ରାଫିକ ନିୟମ I ଆସନ୍ତା...
ଗୁଗୁଲରେ ଏବେ ଓଡିଆ ଅନୁବାଦ
ଗୁଗୁଲରେ ଏବେ ହୋଇପାରିବ ଓଡିଆ ଅନୁବାଦ । ଗୁଗୁଲରେ ଅନୁବାଦ କରାଯାଉଥିବା ଭାଷାରେ ଏବେ ଓଡିଆ ଭାଷା ସ୍ଥାନ ପାଇଛି । ଦୀର୍ଘ ୪ ବର୍ଷ ପରେ ମାଉଂଟେନ କଂପାନୀ ୪ଟି ଭାଷାକୁ ଗୁଗୁଲରେ ଯୋଡିଛିି ।...
ହିନ୍ଦୁବାଦର ସବୁଠୁ ବଡ କ୍ଷତି କରୁଛନ୍ତି ବିଜେପି ଓ ଆରଏସଏସ: ଶଙ୍କରାଚାର୍ଯ୍ୟ
ସାମ୍ପ୍ରତିକ ସମୟରେ ବିଜେପି ଓ ଆରଏସଏସ ହିନ୍ଦୁ ବାଦ ସବୁଠାରୁ ଅଧିକ କ୍ଷତି କରିଛନ୍ତି ବୋଲି ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ କହିଛନ୍ତି । ଦେଶରେ ବିଜେପି ଓ ଆରଏସଏସ ସାମ୍ପ୍ରଦାୟିକ ସମସ୍ୟା ବୃଦ୍ଧି କରିବାରେ ମୁଖ୍ୟ...
ଦିଲ୍ଲୀରେ ପହଞ୍ଚିଲେ ଡାଇମଣ୍ଡ ପ୍ରିନସେସ୍ରେ ଫସିଥିବା ଭାରତୀୟ
ନୂଆଦିଲ୍ଲୀ : ଜାପାନରୁ ଫେରିଲେ ଅଟକ ରହିଥିବା ଭାରତୀୟ । କରୋନା ସଂକ୍ରମଣ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ‘ଡାଇମଣ୍ଡ ପ୍ରିନସେସ୍’ ଜାହାଜରେ ଫସିରହିଥିଲେ ୧୧୯ ଭାରତୀୟ । ଏହା ବ୍ୟତୀତ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁର...
ଦିଲ୍ଲୀ ସିଏଏ ହିଂସାରେ ୩୫କୁ ଛୁଇଁଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ଉତ୍ତର ପୂର୍ବ ଦିଲ୍ଲୀରେ ସିଏଏ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ତୀବ୍ର ରୂପ ଧାରଣ କରିଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିିଥିବାବେଳେ ୨୦୦ରୁ ଅଧିକ...
ଜଣେ ନୁହେଁ ଦୁଇ ଜଣଙ୍କୁ ଦେଲେ ନୂଆ ଜୀବନ
ମୃତ୍ୟୁ ପରେ ବି ଅମର । ଅଙ୍ଗଦାନ କ୍ଷେତ୍ରରେ ଆଉ ଏକ ଉଦାହରଣ । କଟକ ରାଜା ବଗିଚା ଲେବ ର କଲୋନି ଅଞ୍ଚଳର ସୁଚିତ୍ରା ଦାଶ ଅଙ୍ଗ ଦାନ କରି ଅମର ହୋଇଯାଇଛନ୍ତି । ଏଥିସହ କାଡାଭେରିକ କିଡନୀ ପ୍ରତ୍ୟାରୋପଣ...
ଦିଲ୍ଲୀ ହିଂସା : ଅମିତ ଶାହଙ୍କ ଇସ୍ତଫା ଦାବି କଲେ ସୋନିଆ
ନୁଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଭୟଙ୍କର ରୂପ ଧାରଣ କରିଛି । ଏହି ହିଂସାରେ ତେଇଶ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଅଛନ୍ତି । ଏହାକୁ ନେଇ ରାଜନୀତି...
ନଦୀକୁ ଖସିଲା ବସ୍ : ୨୪ ମୃତ, ଅନେକ ଆହତ
ରାଜସ୍ଥାନ : ରାଜସ୍ଥାନ ବୁନ୍ଦୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ବସ୍ ନଦୀକୁ ଖସି ଯିବାରୁ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନାଅନୁଯାୟୀ, ରାଜସ୍ଥାନ ବୁନ୍ଦୀର କୋଟା ଲାଲସୋଟ...
ଅଶାନ୍ତ ଉତ୍ତର-ପୂର୍ବ ଦିଲ୍ଲୀ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ଚାଲିଥିବା ହିଂସା କ୍ରମଶଃ ଉଗ୍ର ରୂପ ନେଉଛି । ଏହା ଥମିବାର ନାଁ ନେଉନି । ସଂଘର୍ଷ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ଓ ଆହତଙ୍କ ସଂଖ୍ୟା...















