ଜାଲରେ ପଡିଲା ‘କାଉ ମାଛ’
ଜାଲରେ ପଡିଲା ବିରଳ ପ୍ରଜାତିର କାଉ ମାଛ । ପ୍ରାୟ ୨ କୁଇଣ୍ଟାଲ ଓଜନର ଗୋଟିଏ କାଉ ମାଛ ଧରାପଡିଲା । ପାରାଦୀପ ସମୁଦ୍ରରୁ ବିରଳ କାଉ ମାଛ ଧରିଲେ ମତ୍ସଜୀବୀ । ମାଛର ଦାମ ଅଧିକ ନଥିଲେ ବି...
କେଜ୍ରିୱାଲଙ୍କ ଗ୍ୟାରେଣ୍ଟି କାର୍ଡ
ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ । ରାଜ୍ୟରେ କ୍ଷମତାକୁ ଆସିଲେ ୧୦ ଟି କାମ ନିଶ୍ଚିତ କରିବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ । ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ...
ତକ୍ଷକ ଟିଭିର ନିମାପଡା ସାମ୍ବାଦିକ ସୁନୀଲ ମିଶ୍ର ସମ୍ମାନୀତ
ଆଜି ନିମାପଡାଠାରେ ଜାତୀୟ ଦଳିତ ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳିତ ମହାସଂଘ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ନିମାପଡା ଜୟଶ୍ରୀ ଛକ...
ବୋର୍ଡ ପରୀକ୍ଷା ପୂର୍ବରୁ ପୋଡିଦେଲେ ବହି
ଛାତ୍ରୀଙ୍କ ମେଧାକୁ ଡରିଗଲେ କି ସ୍କୁଲ ଶିକ୍ଷକ । ସେମାନଙ୍କ ପାଖରେ ଟ୍ୟୁସନ ନହେବାରୁ ରାଗିଗଲେ କି ଶିକ୍ଷକ । ଜଣେ ଛାତ୍ରୀ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରୁ, ଏକଥା କଣ ଚାହୁଁ ନଥିଲେ ଶିକ୍ଷକ । ସେଥିପାଇଁ...
୧୨ ଦିନ ବ୍ୟାଙ୍କ ବନ୍ଦ , ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ଶେଷ କରିଦିଅନ୍ତୁ
ଫେବ୍ରୁଆରୀ ମାସରେ ବ୍ୟାଙ୍କରେ କିଛି କାମ ରଖିଛନ୍ତି କି । ତେବେ ଏବେଠୁ ସବୁ କାମ ସାରି ଦିଅନ୍ତୁ । କାହିଁକି ନା ଫେବ୍ରୁଆରୀ ମାସ ୨୯ ଦିନିଆ ହୋଇଥିବାବେଳେ ଏଥିମଧ୍ୟରୁ ପ୍ରାୟ ୧୨ ଦିନ ବନ୍ଦ ରହିପାରେ...
ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ
ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ । ୮୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଲକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି...
ଆଜିଠୁ ଶିରିଡି ବନ୍ଦ
ଆଜିଠୁ ଶିରିଡି ବନ୍ଦ । ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଥିବା ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟର ଦୃଢ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡିରେ ବନ୍ଦ ଡାକରା ଦେଇଛି ସାଇ ବାବା ସଂସ୍ଥାନ...
ବଡଦାଣ୍ଡରେ ଭିକ ମାଗୁଛନ୍ତି B-TECH ଇଞ୍ଜିନିୟର
ଇଏ ଜଣେ ଇଞ୍ଜିନିୟର । ଘର ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳରେ । ପୁରୀ ବଡ ଦାଣ୍ଡରେ ପ୍ରତ୍ୟକ ଦିନ ଭିକ ମାଗନ୍ତି ଚଳନ୍ତି । ହେଲେ କାଲି ଜଣାପଡିଛି ଏ ହେଉଛନ୍ତି ଜଣେ ବିଟେକ୍ ଇଞ୍ଜିନିୟର ବୋଲି ।...
ପେଟ ପାଇଁ ପିଲା ବିକ୍ରୀ
ରାଜ୍ୟରେ ପୁଣି ଶୁଭିଲା ଭୋକିଲା ପେଟର କାନ୍ଦିବା ଶଦ୍ଦ । ଖାଇବାକୁ ନପାଇ ନିଜର ୧୭ ଦିନର ଛୁଆକୁ ବିକ୍ରି କରିବାକୁ ଯାଉଥିଲା ମାଲକାନଗିରି ଜିଲ୍ଲାର ଜଣେ ବଣ୍ଡା ଯୁବକ । ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତ କାତାମଗୁଡା...
କାହିଁକି ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ ଶିରିଡି ସାଇ ମନ୍ଦିର
ଆସନ୍ତାକାଲିଠୁ ବନ୍ଦ ହୋଇଯିବ ମହାରାଷ୍ଟ୍ର ଶିରିଡି ସ୍ଥିତ ସାଇବାବାଙ୍କ ମନ୍ଦିର । ତେବେ ଏହି ଖବର ଏବେ ସାଇଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନରେ ଆଣିଦେଇଛି ଦୁଖ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ବିବାଦୀୟ ମନ୍ତବ୍ୟ ପରେ ଏଭଳି...
















