ପୁଣି ପୁଲୱାମାରେ ଆତଙ୍କବାଦୀ ହମଲା
ଗତ ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ସେ ଘଟଣା ମନରୁ ନଲିଭୁଣୁ ଏହାର ୪ମାସ ପରେ ଅର୍ଥାତ୍ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ...
ଦ୍ୱିତୀୟ ଓ ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା
ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରୁ ବାହାରି ସ୍ନାନ ମଣ୍ଡପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରିବଳଦେବ ଜିଉଙ୍କର ଦେବସ୍ନାନ ପୂର୍ଣ୍ଣମା ସମ୍ପର୍ଣ୍ଣ ହେବାପରେ ତିନି ଠାକୁର...
ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି
ଆଜି ମହାପ୍ରଭୁଙ୍କ ଜ୍ୟଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା । କେବଳ ଶ୍ରୀକ୍ଷେତ୍ର ନୁହେଁ କୋଣ ଅନୁକୋଣରେ ଆଜି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ସ୍ନାନଦେବୀରେ ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ...
ସାରାଦେଶରେ ଡାକ୍ତରଙ୍କ ଆନ୍ଦୋଳନ, ହନ୍ତସନ୍ତ ରୋଗୀ
କୋଲକାତାର ନୀଲରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ତୀବ୍ରରୂପ ଧାରଣ କରିଛି । ଆଜି ସାରାଦେଶରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆଜି ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି । ସମସ୍ତ ମେଡିକାଲର...
ବିଶ୍ୱ ବୃଷ୍ଟିହୀନତା ଓ ମରୁଡି ପ୍ରତିରୋଧ ଦିବସ
ମାଲକାନଗିରି ଜିଲ୍ଲା ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ବୃଷ୍ଟି ହୀନତା ଓ ମରୁଡି ପ୍ରତିରୋଧ ଦିବସ ପାଳନ କରାଯାଇଛି । ବନକଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଆୟୋଜନ...
ସଂସଦରେ ସଂସ୍କୃତରେ ଶପଥ ନେଲେ ଷଡଙ୍ଗୀ
୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ନବ ନିର୍ବାଚିତ ସମସ୍ତ ସାଂସଦ ମାନେ ଆଜି ଶପଥ ଗ୍ରହଣ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ଏଥର ଲୋକସଭା ଅଧିବେଶନ...
ଶିଖରଙ୍କ ପରେ ଭୁବି ଆହାତ
ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଆହାତ କାରଣରୁ ଦଳରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହାତ ହୋଇଛନ୍ତି ଭୁବନେଶ୍ୱର କୁମାର...
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୁରତି
ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧା ମୁରତି । ଜଗତର ନାଥ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଓ ଭଉଣୀଙ୍କ ସହ ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି । ।...
ସୋମବାର ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରଭାବ ଏବେ ସାରା ଦେଶର ଡାକ୍ତରଙ୍କ ଉପରେ ପଡିଛି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ଘୋର ପ୍ରତିବାଦ କରିବା ସହିତ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟକୁ ସମର୍ଥନ ଜଣାଇ ଏବେ ସାରା ଦେଶର ଡାକ୍ତର...
ପାତ୍ରପଡାରେ ରଜର ଆସର
ବରଷକ ପରେ ପୁଣି ଆସିଛି ରଜ । କୁଆଁରୀ ଝିଅ ମନରେ ଭରି ଦେଇଛି ନୂଆ ପୁଲକ । ଓଡିଆ ଘରର ଏହି ନିଆରା ପର୍ବର ସ୍ୱତନ୍ତ୍ରତା ରହିଛି । ସଜବାଜ ଠାରୁ ଆରମ୍ଭ ହୋଇଥାଏ ରଜର ମାହୋଲ ।...


















