ଅଧ୍ୟାପକଙ୍କ ଲଭ ଷ୍ଟୋରୀ !
ହ୍ୱାଟର୍ସଅପରୁ ପ୍ରେମ ଆଉ ତାପରେ ଶାରୀରିକ ସମ୍ପର୍କ । ଏବେ ବିବାହ କରିବାକୁ ଯୁବତୀ ଅଡି ବସିବା ପରେ ଥାନା ପରିସରରେ ଅମାନୁଶିକ ଆକ୍ରମଣ । ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ସେଶଖାଲ ଥାନା ପରିସରର । ପ୍ରତାରିତା...
ଶେଷ ସ୍ପର୍ଶ ଦେଉଛନ୍ତି ପ୍ରଭାତି
ରାତି ପାହିଲେ ଅଗ୍ର ପୂଜ୍ୟ ଶ୍ରୀ ଗଣେଷଙ୍କ ଜନ୍ମଦିନ । ଜନ୍ମ ଦିନକୁ ଯାକ ଯକମରେ ପାଳନ ପାଇଁ ସବୁଠି ପ୍ରସ୍ତୁତି ଜୋର । ହାତରେ ସମୟ କମ ଥିବାରୁ ଶ୍ରୀ ଗଶେଶଙ୍କ ଶ୍ରୀ କଳେବରକୁ ପୂର୍ଣ୍ଣରୂପ ଦେଉଛନ୍ତି...
କାଲିଠୁ ନୂଆ ଟ୍ରାଫିକ ନିୟମ ଲାଗୁ, ଗାଡି ଚଳାଇଲାବେଳେ ମୋବାଇଲ ବ୍ୟବହାର କଲେ ଗଣିବେ
ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ ବଢିଲା ବହୁଗୁଣ ଜରିମାନା ତଣ୍ଡ। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ ଟ୍ରାଫିକ୍ ନିୟମକୁ ଅବମାନନା...
ଅଫିସରେ କାମ ଛାଡି ଚାଲିଛି ମ୍ୟାଜିକ ସୋ
ସରକାରୀ ବାବୁଙ୍କୁ ଘାରିଛି ଯାଦୁ ଦେଖିବାର ନିଶା । ସେ ଫୁଣି କର୍ମଚାରୀଙ୍କ ସହ ଅଫିସ ଭିତରେ ବସି ଯାଦୁ ଦେଖୁଛନ୍ତି ସରକାରୀ ବାବୁ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ମୁନସିପାଲିଟି ଅଫିସ ଭିତରେ । ଏନେଇ ସୋସିଆଲ...
୨୦୩୫ ୱାର୍ଡ ଅଫିସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟ ସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ସମସ୍ତ ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ...
ମଠ ଭିତରେ ଭୂତଳ ଘର
ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛଦେ ପ୍ରକ୍ରିୟା ଜାରି ରହିଛି । ଆଜି ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଇଛି । ତବେେ ଏହି ପ୍ରସିଦ୍ଧ ମଠରେ ଭୂତଳ ଘର...
ପୋଲିସ ସାମ୍ନାରେ ନିସ୍ତୁକ ମାଡ
ପୋଲିସ ସମ୍ମୁଖରେ ଜଣେ ଲୋକଙ୍କୁ ନିସ୍ତୁକ ମାଡ ସହିତ ଅସଭ୍ୟ ଭାଷାରେ କରାଯାଉଛି ଗାଳିଗୁଲଜ । ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଫେସବୁକରୁ ଆରମ୍ଭ କରି ହ୍ୱାଟସପ ରୁ ହ୍ୱାଟସପ ଘୁରି ବୁଲୁଛି ଏହି...
ମାଲଗାଡି ତଳେ ରୋମାନ୍ସ!
ଜୀବନକୁ ବାଜି ଲଗାଇ ମାଲଗାଡି ତଳେ ଚାଲିଛି ରୋମାନ୍ସ । ଏହି ଫଟୋ ସହିତ ଟ୍ଵିଟ୍ କରି ରେଳ ମନ୍ତ୍ରଣାଳୟ ସାଧାରଣ ଜନତାଙ୍କ ପାଇଁ ଚେତାବନୀ ଜାରି କରିଛି। ଟ୍ଵିଟରେ କୁହାଯାଇଛି ଯେ ଏମିତି କାମ ବିପଦଜ୍ଜନକ ଏବଂ...
ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରୋଜେକ୍ଟ ଆରମ୍ଭ
ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରେଜେକ୍ଟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ସଂସ୍ଥାର ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଉନ୍ନତ ମାନର ଗ୍ୟାନ କୌଶଳ ପ୍ରୟୋଗ...
ଜଳି ପାଉଁଶ ହୋଇଗଲା ‘ଚକାଡୋଳା’
ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଏକ ବସରେ ନିଆଁ ଲାଗି ଜଳି ଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଚକାଡୋଳା ନାମକ ଏକ ଘରୋଇ ବସରେ ନିଆଁ ଲାଗି ଜଳୁଥିବା ସୂଚନା...
















