30.1 C
Bhubaneswar
Sunday, November 1, 2026
-Advertisement-

ଆଉ ଦେଖିବାକୁ ମିଳିବନି ପ୍ରିୟଙ୍କା

ନନ୍ଦନକାନନରେ ଆଉ ଶୁଣିବାକୁ ମିଳିବନି ପ୍ରିୟଙ୍କାର ଗର୍ଜନ । ଦେଖିବାକୁ ମିଳବନି ସେଇ ଭୟଙ୍କର ଚେହେରା । ନନ୍ଦନକାନନରେ ଆଉ ଏକ ବାଘୁଣୀର ଆଜି ମୃତୁ୍ୟ ହୋଇଛି । ବୟଷ୍କ ହୋଇ ଯାଇଥିବା ବାଘୁଣୀ ପ୍ରିୟଙ୍କା ସୋମବାର ସକାଳ ୧୦ଟା...

ମୋଦିଙ୍କୁ ପଠାଇଲେ ରାକ୍ଷୀ

ହିନ୍ଦୁ ଧର୍ମରେ ଭାଇ ଭଉଣୀର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଆଗକୁ ରାକ୍ଷୀ ପୁର୍ଣ୍ଣିମା ଆସୁଥିବାରୁ ସାରା ଦେଶ ଏବେ ପ୍ରସ୍ତୁତ ହେଉଛି ଏହି ଉସ୍ôବ ପାଳନ କରିବାକୁ । ହେଲେ ଏମିତି ଏକ ଖବର ଏବେ...
video

ଅଚାନକ ମେଡିକାଲ ଗସ୍ତ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ । ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଝିଛନ୍ତି । ଡାକ୍ତରଖାନାରେ ପହଁଞ୍ଚିବାବେଳେ ଡାକ୍ତର ନଥିବା ଦେଖିବାକୁ ପାଇଥିଲେ । ଏହାସହିତ ରୋଗୀଙ୍କୁ ଚିକିସôାରେ...

ଶ୍ୱଶୁରଙ୍କ ବିରୋଧରେ ବୋହୂର ସଙ୍ଗୀନ ଅଭିଯୋଗ

ଶ୍ୱଶୁରଙ୍କ ଅସୁର କାରନାମା । ଶ୍ୱଶୁରଙ୍କ ବିରୋଧରେ ବୋହୁର ସାଘାଂତିକ ଅଭିଯୋଗ । ବୋହୂ ଅଭିଯୋଗ କରିଛନ୍ତି ଯେ, ଘରେ କେହି ନଥିବାବେଳେ ବାରମ୍ବାର ବଳାତ୍କାର ଉଦ୍ୟମ କରିଛନ୍ତି ଶ୍ୱଶୁର । ପୁରୀ ଥାନା ପିପିଲି ଅଞ୍ଚଳରେ ଘଟିଛି ଏହି...
video

ରାସ୍ତାରେ ଗଡିଗଡି ଗଲେ କାଉଡିଆ

ଶ୍ରାବଣ ମାସର ଶେଷ ସୋମବାର । ରାତି ଅଧରୁ କାଉଡିଆଙ୍କ ଭିଡ ଲାଗି ଯାଇଥିଲା ବିଭିନ୍ନ ଶୈବପୀଠରେ । କିଏ କେଉଁଠୁ ଦୂରଦୂରାନ୍ତରୁ ପାଣି ଆଣି ରାତି ତମାମ ଅପେକ୍ଷା କରି ରହିଥିଲେ । ବଡି ଭୋରରୁ ଶିବଲିଙ୍ଗରେ...

ଅମ୍ବାନୀଙ୍କ ବମ୍ପର ଘୋଷଣା

ରିଲିଆନ୍ସ ଇଣ୍ଡଷ୍ଟ୍ରି ଦେଶର ସବୁଠାରୁ ବଡ କମ୍ପାନୀ । ଜିଓ କଥା ଆପଣମାନେ ସମସ୍ତେ ଜାଣିଛନ୍ତି । ଘରେ ଘରେ ପରିଚିତି ଲାଭ କରିଛି ଜିଓ । ଗ୍ରାହକଙ୍କ ସଂଖ୍ୟା ବର୍ତ୍ତମାନ ୩୪ କୋଟିରେ ପହଁଞ୍ଚି ସାରିଛି । ଏଥିରୁ...

ବଢିଲା ସିବିଏସଇ ପରୀକ୍ଷା ଫି

ବଢିଲା ସିବିଏସଇ ପରୀକ୍ଷା ଫି । ପରୀକ୍ଷା ଫି ବଢାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ଏଣିକି ସାଧାରଣ ବର୍ଗର ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀ ଦେବେ ୧୫୦୦ ଟଙ୍କା । ପୂର୍ବରୁ ସାଧାରଣ ବର୍ଗର ପିଲାଙ୍କ...

ଗଜରାଜଙ୍କ ପାଇଁ ଦିନଟିଏ

ଆଜି ହେଉଛି ବିଶ୍ୱ ହାତୀ ଦିବସ । ଦିନକୁ ଦିନ ଗଜରାଜଙ୍କୁ ନେଇ ମଣିଷ ଭୟବୀତ ହେଉଥିବା ବେଳେ ଏହାର ସମାଧାନ ଓ ଗଜରାଜଙ୍କ ସଚେତନା ସୃଷ୍ଟି ପାଇଁ ୨୦୧୨ ମସିହାରୁ ବିଶ୍ୱ ବ୍ୟାପି ହାତୀ ଦିବସ ପାଳିତ ହୋଇ...

ତିନିଦିନ ଯାଏ ଲାଗି ରହିବ ବର୍ଷା

ଆସନ୍ତା ତିନିଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ...

ଧୂମ୍ ଧାମରେ ପାଳିତ ହେଉଛି ଇଦ୍-ଉଲ୍-ଜୁହା

ଆଜି ପବିତ୍ର ଇଦ୍ ଉଲ ଜୁହା । ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା । ଇସଲାମ ଧର୍ମାଲମ୍ବିଙ୍କ ପାଇଁ ଏକ ବଡ ପର୍ବ ଇଦ-ଉଲ-ଜୁହା । ଏହି ପର୍ବ ପାଳନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉସôାହ ଦେଖିବାକୁ ମିଳିଛି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...