ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ
ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତିୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଦାନ୍ତୀଆମୁହାଁ ଠାରେ ଓଭରବ୍ରିଜ ନିର୍ମାଣ ଦାବି କରି ଦାନ୍ତିଆମୁହାଁ ଓ କୁଣ୍ଢେଇ ଗ୍ରମବାସୀ...
ବିଧାୟକଙ୍କ ଦବଙ୍ଗଗିରି
ମୁଁ ଏମଏଲଏ ଅର୍ଡର ଦେଉଛି, ପାଞ୍ଚ ମିନିଟରେ ଶହେଥର ବସ୍ ଉଠ୍ ହୁଅ । ନଚେତ୍ ଲୋକେ ନିସ୍ତୁକ ପିଟିବେ । ଏ ହେଉଛି ପୂର୍ତ୍ତ ବିଭାଗର ଜନୈକ ଯନ୍ତ୍ରୀଙ୍କୁ ପାଟଣାଗଡର ନବନିର୍ବାଚିତ ବିଧାୟକଙ୍କ ନିଦେ୍ର୍ଦଶ । ସର୍ବସାଧାରଣରେ ବିଧାୟକ...
ଇଏ କେମିତିକା ଡାକ୍ତର
ଆଖି ବୁଜିଲା ନିଷ୍ପାପ ଦେଢ ବର୍ଷର ଶିଶୁ କନ୍ୟା । ଚିକିସôା ଅବହେଳାରୁ ବୁଧବାର ବିଳମ୍ବିତ ରାତିରେ ହସ୍ପିଟାଲରେ ତାର ମୃତୁ୍ୟ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହାକୁମା ଠାରେ ଥିବା ଗୋଷ୍ଠି...
ବିଟ୍ ଏୟାର୍ ପଲ୍ୟୁସନ
ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି “ବିଟ୍ ଏୟାର ପଲ୍ୟୁସନ ’’ । ଅର୍ଥାତ ବାୟୁ ପ୍ରଦୁଷଣକୁ ପ୍ରତିହତ କରିବା । ପରିବେଶ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରିବା ପାଇଁ...
ନଳୀନ ଖଣ୍ଡେଲୱାଲ ନିଟ୍ ଟପ୍ପର
ପ୍ରକାଶ ପାଇଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟର ପରୀକ୍ଷା ଫଳ । ଏହି ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ପରୀକ୍ଷାରେ ଚଳିତ ବର୍ଷ ମୋଟ ୧୫,୧୯,୩୭୫ ଜଣ ଛାତ୍ରଛାତ୍ରୀ ନାଁ ପଜିଂକରଣ କରିଥିବା ବେଳେ ୧୪,୧୦,୭୫୫ ଜଣ ପରିକ୍ଷାର୍ଥୀ ପରୀକ୍ଷା...
ବାପାହେଲେ ୬ମାସ ଛୁଟି ସାଙ୍ଗକୁ ମିଳିବ ୭୦ ହଜାର ଟଙ୍କା
ଖାଦ୍ୟର ହୋମ ଡେଲିଭରି କରୁଥିବା କମ୍ପାନୀ ଜମାଟୋ ତାର କର୍ମଚାରୀ ମାନଙ୍କ ପାଇଁ ଆଣିଛି ଏକ ଖୁସି ଖବର । ଏଣିକି କେବଳ ସନ୍ତାନ ଜନ୍ମ ପରେ ମହିଳାଙ୍କୁ ନୁହେଁ ବାପା ହେବା ପରେ ପୁରୁଷଙ୍କୁ ମଧ୍ୟ ମିଳିବ ଛୁଟି...
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି
ଭାରତ -ଦକ୍ଷିଣ ଆଫ୍ରିକା ମହାମୁକାବିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଟିମ୍ ଇଣ୍ଡିଆ ବୋଲିଂ କରିବ । ଆଜିଠୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବିଶ୍ୱ କ୍ରିକେଟର ସବୁଠୁ ଲୋକପ୍ରିୟ ଦଳ ଭାରତ । ୨୦୧୯...
କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ
କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ନିଜ ଦାନ୍ତ ଚିକିତ୍ସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୧ ଘଣ୍ଟା କାଳ ଦାନ୍ତ ଚିକିତ୍ସା ପରେ ହସ୍ପିଟାଲ ଛାଡିଲେ ମୁଖ୍ୟମନ୍ତ୍ରୀ । ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍ ହୋଇଥିଲା। ଆଜି ଫିଲିଂ...
ବିଶ୍ୱ ପରିବେଶ ଦିବସ
ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ମହାଆଡମ୍ବରେ ପାଳିତ ହୋଇଛି । ଆଜି ସକାଳୁ ସଂଘର ଉପଦେଷ୍ଟା ନୃସିଂହନାଥ ପାଢୀଙ୍କ ନେତୃତ୍ୱରେ ଶତାଧିକ ନାଗରିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ...
ଇଦରେ ଭାଇଜାନଙ୍କ କ୍ରେଜ୍
ଇଦ୍ ଅବସରରେ ଆଜି ମୁକ୍ତିଲାଭ କରିଛି ବଲିଉଡ଼ର ସୁପରଷ୍ଟାର ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ “ଭାରତ” । ବକ୍ସ ଅଫିସରେ ଧମାକାଦାର ଓପନିଙ୍ଗ କରିଛି ଏହି ଫିଲ୍ମଟି । ସଲମାନ ଖାନଙ୍କ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମନରେ...



















