28.3 C
Bhubaneswar
Wednesday, August 5, 2026
-Advertisement-

ସଲିଲଙ୍କୁ ସଲାମ୍

ହସେଇ ହସେଇ ବେଦମ କରିଦିଅନ୍ତି । ସମସ୍ତଙ୍କ ମୁହଁରେ ସବୁବେଳେ ହସ ଫୁଟଉଥିବା ବ୍ୟକ୍ତି ଶେଷରେ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ଆଣି ଦେଇଛନ୍ତି । ଆଉ ନାହାଁନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା...
video

ନାଚଗୀତରେ ପୁରା ମସଗୁଲ୍

ଖୁସିରେ ନାଚୁଛନ୍ତି ଛାତ୍ରଛାତ୍ରୀ. ନାଚଗୀତରେ ପୁରା ମସଗୁଲ୍. ଏ ହେଉଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବା ପରର ଦୃଶ୍ୟ. ଭୁବନେଶ୍ବର ସ୍ଥିତ ରୟାଲ କଲେଜ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତାକୁ ନେଇ ଖୁସି ମନଉଛନ୍ତି. ପରସ୍ପରକୁ ମିଠା ଖୁଆଇ...

ରୋଗୀ ହୋଇ ଲୁଟିଲେ

ଦିନକୁ ଦିନ ଲୁଟେରା ମାନେ ଆପଣାଉଛନ୍ତି ନୂଆ ନୂଆ କୌଶଳ । ତେବେ ଗତ ରବିବାର ଦିନ ରାତିରେ ବର୍ଷା ପବନ ହୋଇଥିବାରୁ ଇଲେକ୍ଟ୍ରି ସଂଯୋଗ କଟି ଯାଇଥିଲା । ଡାକ୍ତରଖାନା ପରିସର ଅନ୍ଧାର ହୋଇଯାଇଥିଲା । ଏହି ସମୟରେ...
video

ପାରମ୍ପରିକ ରୀତିରେ ପାଳିଲେ ସାବିତ୍ରୀ

ସ୍ୱାମୀଙ୍କ ଶୁଭମନାସୀ ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥାନ୍ତି ଓଡିଆ ଘରର ସଧବା ମହିଳାମାନେ । ଦେବାଦେବୀଙ୍କ ପାଖରେ ଶାଢୀ, ଶଙ୍ଖା ଓ ସିନ୍ଦୁର ସହ ବିଭିନ୍ନ ପ୍ରକାରର ଫଳ ପୂଜା କରି ଉପବାସ କରନ୍ତି । ଓଡିଆ...
video

ଦୁଇଜଣ ନିଖୋଜ

ମାଲକାନଗିରି ଜିଲ୍ଲା କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଥିବା ସୂଚନା ମିଳିଛି ।ସୁଚନାଅନୁସାରେ, ଉକ୍ତ ଡ଼ଙ୍ଗାରେ ଓଡ଼ିଶାର କୁର୍ମାନୁର ପଞ୍ଚାୟତର ବଙ୍ଗଳା କ୍ୟାମ୍ପରୁ ପାଂଚଜଣ ପାଙ୍ଗମପୋଡ଼ୁ ହାଟକୁ...

ବିଜ୍ଞାନରେ ଝିଅ ମାରିଲେ ବାଜି

ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ. ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଛାତ୍ରୀ. ପରୀକ୍ଷା ଦେଇଥିବା ମୋଟ ୯୭ ହଜାର ୭୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି. ପ୍ରଥମ ଶ୍ରେଣୀରେ...
video

ହାତ ଯୋଡି କ୍ଷମା ପ୍ରାର୍ଥନା

ଘରେ ଘରେ ବେଶ୍ ପରିଚିତ ଜିତୁ ଦାସ । ସକାଳ ହେଲେ ଟିଭି ଖୋଲି ତାଙ୍କ ପ୍ରବଚନ ଶୁଣିବାକୁ ବେଶ୍ ଉକôଣ୍ଠାର ସହ ଅପେକ୍ଷା କରିଥାନ୍ତି ଲୋକେ । ମୋବାଇଲକୁ ମୋବାଇଲ ଘୁରି ବୁଲେ ଜିତୁ ଦାସଙ୍କ ଆଜିର ଅନୁଚିନ୍ତା...
video

ଓଲଟିଲା ଯାତ୍ରୀବାହି ବସ୍

କଳାହାଣ୍ଡିରେ ଓଲଟିଲା ଯାତ୍ରୀବାହି ବସ୍ । ଏଥିରେ ୨୦ ଜଣ ଯାତ୍ରୀ ଥିଲେ । ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ଜୟପାଟଣା ଚିକିସôାଳୟରେ ଭର୍ତ୍ତି କରାଯାଇଛି । ସୁଚନାଅନୁସାରେ, ଜୟପାଟଣା ଥାନା...

ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତଧାରୀଙ୍କ ପୂଜାପାଠ

ଆଜି ସାବିତ୍ରୀ ଅମାବାସ୍ୟା । ଆଜିର ଦିନରେ ସ୍ୱାମୀଙ୍କୁ ପୂଜା କରି ବ୍ରତ ପାଳନ କରିଥାନ୍ତି ଗୃହୀଣି । ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ ଏବଂ ନିରୋଗୀ ରହିବା ପାଇଁ ସ୍ତ୍ରୀମାନେ ଭଗବାନଙ୍କ ନିକଟରେ କାମନା କରିଥାନ୍ତି । ରାଜ୍ୟର ବିଭିନ୍ନ...
video

ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ଶିକ୍ଷକଙ୍କୁ

ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ସିଙ୍ଗିରି ଗାଁରେ ଟ୍ୟୁସନ୍ ଶିକ୍ଷକଙ୍କୁ ଖୁଣ୍ଟରେ ବାନନ୍ଦି ଶହଶହ ଲୋକଙ୍କ ଆଗରେ ନିସ୍ତୁକ ମାଡମାରି ଥିଲେ ଗ୍ରାମବାସୀ , ଖବରପାଇ ପୁଲିସ ଉଧାର କରିଥିଲା । ଘଟଣାଟି ଏପରି ଥିଲାକି ପ୍ରତିଦିନ ଭଳି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...