ଜୁନ୍ ୬ରେ ଯୁକ୍ତଦୁଇ ନାମଲେଖା ଆବେଦନ ଆରମ୍ଭ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୬ରେ ଆରମ୍ଭ ହୋଇ ଜୁନ୍ ୨୦ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହେବ । ରାଜ୍ୟରେ ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ଛାତ୍ରଛାତ୍ରୀ...
ଓଡିଶା ବିଧାନସଭାର ୨୨ତମ ବାଚସ୍ପତି
ଷୋଡ଼ଶ ବିଧାନସଭାର ବାଚସ୍ପତି ହୋଇଛନ୍ତି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ପଦ ପାଇଁ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଆଗତ...
ଜୟ ଶ୍ରୀରାମ ଶୁଣି ଚିଇଁକି ଉଠିଲେ ଦିଦି
ଜୟ ଶ୍ରୀରାମ ନାରା ଶୁଣି ରାଗିପାଚି ପୁରା ଲାଲ ଦିଦି । ଖାଲି ରାଗୁନାହଁନ୍ତି ବରଂ ନାରା ଲଗାଉଥିବା ଲୋକଙ୍କୁ ବାଡେଇ ଚମଡା ଉତ୍ତାରି ଦେବି ବୋଲି ଧମକ ବି ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାଇ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...
ୱେଷ୍ଟଇଣ୍ଡିଜ୍ vs ପାକିସ୍ତାନ
୨୦୧୯ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଟକ୍କର ଦେବ ୱେଷ୍ଟଇଣ୍ଡିଜ୍ । ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ବର୍ତମାନ ଭଲ ଫର୍ମରେ ନାହିଁ ।ବିଶ୍ୱକପ ପୂର୍ବରୁ ସର୍ଫରାଜଙ୍କ ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ସିରିଜ୍ ହାରିସାରିଛି...
ତମାଖୁ ସେବନରେ ଚୀନ ଆଗରେ
ପ୍ରତିବର୍ଷ ମେ ୩୧କୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଭାବେ ପାଳନ କରାଯାଉଛି । ସର୍ବପ୍ରଥମେ ୧୯୮୭ ମସିହାରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳନ କରାଯାଇଥିଲା । ସିଗାରେଟ୍ ମାଧ୍ୟମରେ ଲୋକେ ସବୁଠାରୁ ଅଧିକ ତମାଖୁ ସେବନ କରିଥାନ୍ତି...
ପ୍ରତାପ ଷଡଙ୍ଗୀ: ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟସଂପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଲେ , ପଢନ୍ତୁ ଆଉ କାହାକୁ...
ଅମିତ ଶାହ -ଗୃହ ମନ୍ତ୍ରୀ
ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ
ଏସ୍ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
ନୀତୀନ ଗଡ଼କରୀ – ସଡ଼କ ପରିବହନ, ରାଜପଥ, MSM ମନ୍ତ୍ରୀ
ଡିଭି ସଦାନନ୍ଦ ଗୌଡ଼ା – ସାର ଓ ରସାୟନ...
ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ
ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ ପୂର୍ବାଞ୍ଚଳ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ ଏଡ୍ମିରାଲ କରମବୀର ସିଂ । ପୂର୍ବତନ ନୌସେନା ପ୍ରମୁଖ ଏଡ଼୍ମିରାଲ ସୁନୀଲ ଲାନ୍ବା ଏଡ଼୍ମିରାଲ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପ୍ରଥମ ହେଲିକପ୍ଟର୍...
ବାହୁଡିବେ ଜଗା-କାଳିଆ
ଖୁବଶୀଘ୍ର ଓଡିଶା ଫେରିବେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି । ଦୁହେଁ ସୁସ୍ଥ ଅଛନ୍ତି । ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି...
ଫିର୍ ଏକବାର୍ ମୋଦୀ ସରକାର
ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦୀ । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ମୋଦୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୋଦୀଙ୍କ...
ଫୁସୁକି ଗଲେ ପ୍ରଭାବଶାଳୀ
ମୋଦୀଙ୍କ ଦ୍ୱିତୀୟ ପାଳିରେ ଓଡିଶାରୁ କିଏ ହେବେ ମନ୍ତ୍ରୀ । ଗତଥର ୨୧ ଲୋକସଭା ଆସନରୁ ଗୋଟିଏ ଆସନରେ ଜିତିଥିଲା ବିଜେପି । ଲୋକସଭା ସାଂସଦ ଜୁଏଲ ଓରାମ ଓ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ...



















