ଭୂତଳ ରାସ୍ତା ଦାବିରେ ରେଳ ରୋକ
ବିଷମ କଟକ ବ୍ଲକ କେରାଣ୍ଡିଗୁଡାରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ. କେରାଣ୍ଡିଗୁଡା-କଳିପଙ୍ଗା ରାସ୍ତାରେ ଯାଇଥିବା ରେଳ ଧାରଣାରେ ଭୂତଳ ରାସ୍ତା ନିର୍ମାଣ ଦାବି ନେଇ ରେଳରୋକ କରିଛନ୍ତି ଅଞ୍ଚଳବାସୀ. ଫଳରେ ଉଭୟ ପଟୁ ଆସୁଥିବା ମାଲବାହୀ ଟ୍ରେନ ଅଟକି ରହିଛି....
ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର
ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଗାଁ ନିକଟ ଟ୍ରେନ ଲାଇନରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି. ବୁଧବାର ଅପରାହ୍ନରେ ଯୁବତୀ ଜଣକ ଟ୍ରେନ ଲାଇନରେ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ. ପରେ...
ସି.ପି.ଆଇ.ଏମ.ଏଲ.ର ଜନ ସଂକଳ୍ପ ସମାବେଶ
ସିପିଆଇଏମଏଲ ଲିବରେସନ କମିଟି ପକ୍ଷରୁ ରାୟଗଡା ଗୁଣପୁରରେ ଜନ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅକୁ କେନ୍ଦ୍ର କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ସି.ପି.ଆଇ. କଶ୍ମୀର ଘଟଣାରେ କେନ୍ଦ୍ର ସରକାର...
12 ଘଣ୍ଟିଆ ଓଡିଶା ବନ୍ଦ
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ. ମାଷ୍ଟରକ୍ୟାଣ୍ଟିନ ଛକରେ ଚାଷୀମାନେ ଧାରଣା ଦେଇଛନ୍ତି. କୃଷକ ସଂଗଠନ ପକ୍ଷରୁ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ...
ବିଜେପିର କାମ କମ୍ କଥା ବେଶି
ନିଯୁକ୍ତି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବର୍ଷକୁ ୨ କୋଟି ନିଯୁକ୍ତି ୫ ବର୍ଷ ମଧ୍ୟରେ ଦେଶରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । କିନ୍ତୁ ମିଳିଛି...
ସହିଦଙ୍କ ପତ୍ନି ଦେଲେ ଶିଶୁପୁତ୍ରକୁ ଜନ୍ମ, କହିଲେ ପାକିସ୍ତାନଠୁ ନେବ ପ୍ରତିଶୋଧ
ଜମ୍ମୁ କଶ୍ମୀରରେ ପାକିସ୍ତାନ ହାମଲାରେ ସହିଦ ହୋଇଥିବା ଯବାନ ରାଜେଶ ଯାଦବଙ୍କ ପତ୍ନି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି. ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇ ସେ ଭାବ ବିହୋଳ ହୋଇଯାଇଥିଲେ. ଆଉ କାନ୍ଦି କାନ୍ଦି କହିଥିଲେ ସେ ତାଙ୍କ ପୁଅକୁ...
ଆତଙ୍କବାଦୀଙ୍କ ସହ ମୁକାବିଲା ପାଇଁ ଭାରତ ସହ ସାଉଦି
ଆତଙ୍କବାଦ ହମଲା ପାଇଁ ଭାରତକୁ ସଂପୂର୍ଣ୍ଣ ରୂପେ ସହଯୋଗ କରିବାକୁ ହାତ ବଢାଇଛି ସାଉଦି. ଏ ନେଇ ସାଉଦିଆରବ ଯୁବରାଜ ମହମ୍ମଦ ବିନ୍ ସଲମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରରେ ବୈଠକ ଅନୁଷ୍ଠିତ ହୋଇଛି. ଯେଉଁଥିରେ...
ଯୋଗୀଙ୍କୁ ବିରୋଧ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧ. ବିଜେପିର ଭବାନୀପାଟଣା ଓ ଖୋର୍ଦ୍ଧା ନାଚୁଣୀ ଠାରେ ଆୟୋଜିତ ସମାବେଶରେ ଯୋଗୀ ଯୋଗ ଦେଇଥିବା ବେଳେ ତାଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ସମାଜବାଦୀ ପାର୍ଟି. ରାଜ୍ୟ ସଭାପତି ରବି ବେହେରାଙ୍କ...
ଅନିଲ ଅମ୍ବାନୀଙ୍କୁ ଝଟକା
ରିଲାଏନ୍ସ କମ୍ୟୁନିକେଶନର ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଝଟକା ଲାଗିଛି. ଏରିକ୍ସନ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ କରିଛନ୍ତି. ଯେଉଁଥିରେ 453 କୋଟି ଟଙ୍କା ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ଏହାସହ ଯଦି...
ଖୋଲିବ ବମିଖାଲ ଫ୍ଲାଏ ଓଭର ବ୍ରିଜ
ବହୁ ପ୍ରତିକ୍ଷୀତ ବମିଖାଲ ଓଭର ବ୍ରିଜ ଶେଷରେ ଉଦଘାଟିତ ହେବ. ବୁଧବାର ସନ୍ଧ୍ୟା 6.35 ମିନିଟରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. 44 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ରାଜଧାନୀବାସୀଙ୍କ ପାଇଁ ବେଶ ସହାୟକ...


















