ଆଜି ଓଜେଇଇ, ପରୀକ୍ଷା ଦେଉଛନ୍ତି ୨୯,୯୦୦ ଛାତ୍ରଛାତ୍ରୀ
ଆଜି ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ । ରାଜ୍ୟର ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫଲାଇନ ଏଣ୍ଟ୍ରାସ ହେବ । ଏଥିଲାଗି ୨୯,୯୦୦ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ୨ଟି ସିଟିଂରେ ହେବ ଏଣ୍ଟ୍ରାସ । ମେ...
ପୁଣି ମାତିଲେ ଲାଲବାହିନୀ
ମାଲକାନଗିରିରେ ମାଓ ହିଂସା । ପଞ୍ଚାୟତ ଅଫିସକୁ ଉଡାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରପାଲି ପଞ୍ଚାୟତ ଅଫିସକୁ ଉଡାଇଦେଇଛନ୍ତି ମାଓବାଦୀ । ଗତ ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ...
୬ମହଲାରୁ କାହିଁକି ଡେଇଁଲେ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ୬ମହଲା ଉପରୁ ଡେଇଁ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦେଓଗାଁ ମହୁଳଖୋଲର ଟୁନା ବେହେରା । ଗୁରୁବାର ଅଶୁଂଘାତର ଶିକାର ହୋଇ ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ...
ଫନୀ ପରେ ପୁରୀ ଶ୍ରୀହୀନ
ଫନି ବାତ୍ୟାରେ ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ପୁରୀ. ଶ୍ରୀମନ୍ଦିର ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ସହରକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ୟ୍ୟଟକ ଛୁଟି ଆସୁଥିଲେ. ପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ...
ଡ. ପିକେ ମିଶ୍ରଙ୍କୁ ୟୁଏନ ସାସାକାୱା ଆୱାର୍ଡ
ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ରଙ୍କୁ ୟୁଏନ ସାସାକାୱା ଆୱାର୍ଡ । ଜାତିସଂଘର ପ୍ରତିଷ୍ଠିତ ସାସାକାୱା ଆୱାର୍ଡ ଜେନେଭାରେ ତାଙ୍କୁ ସମ୍ମାନିତ କରାଯାଇଛି । ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟ ପାଇଁ ଜେନେଭାରେ ଡ.ମିଶ୍ରଙ୍କୁ ପୁରସ୍କୃତ...
କିଏ ଗଢିବ ସରକାର ?
ପ୍ରଳୟଙ୍କର ଫନି ପ୍ରଭାବରେ ଗାଏବ ହୋଇଯାଇଥିବା ନିର୍ବାଚନୀ ଉଷ୍ମତା ପୁଣି ଫେରିବା ଆରମ୍ଭ କଲାଣି । ନିର୍ବାଚନ ଫଳ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଆଉ ମାତ୍ର ୫ଦିନ ପରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳ ।...
ଛୁଟି ସରିବା ଆଗରୁ ସଜଡା ହେବ ତ ସ୍କୁଲ
ସାମୁଦ୍ରିକ ବାତ୍ୟା ଫନି ପାଇଁ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫନି ମାଡରେ ଭୁଷୁଡି ପଡିଛି ବିଭିନ୍ନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି । ନିମାପଡା ଓ ଗୋପ ବ୍ଲକରେ ବହୁ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଛି । ଗୋପ...
୬୦ ତଳକୁ ପରିବା ନାହିଁ
ବାତ୍ୟା ପରେ ପରିବା ବଜାରରେ ନିଆଁ । ପରିବା ଭିତରେ ଆଳୁକୁ ଛାଡି ଦେଲେ ସବୁ ପରିବା ଦର ଆକାଶ ଛୁଆଁ । ଯେଉଁ ପରିବାରେ ହାତ ମାରିବେ ସବୁ ଚଢା ଦର । ଗୋଟିଏ ଦୁଇଟି ପରିବା ଦର...
ଝାଡାବାନ୍ତିରେ ୧୫୦ ଆକ୍ରାନ୍ତ
ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ୧୫୦ରୁ ଅଧିକ ଲୋକ । ଏମିତି ଅଭାବନୀୟ ଘଟଣା ଘଟିଛି ଜଳେଶ୍ୱରର ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ । ବିବାହ ଭୋଜି ବିଷାକ୍ତ କାରଣରୁ ଝାଡ଼ାବାନ୍ତି ହୋଇଥିବା ସୂଚନା ମିଳିଛି ।...



















