୨୬ରେ ଓଡିଶା ଆସିବେ ରାହୁଲ
ସାଧାରଣ ନିର୍ବାଚନ ପାଇଁ ଚାଲିଛି ମତଦାନ । ଓଡ଼ିଶାରେ ସରକାର ଗଢିବାକୁ ସବୁ ରାଜନୈତିକ ଦଳର ନେତାମାନେ ଘନଘନ ଓଡିଶା ଆସି ପ୍ରଚାରକୁ ଜୋରସୋର କରିଛନ୍ତି । ଏହିକ୍ରମରେ ନିର୍ବାଚନୀ ପ୍ରଚାର କରିବା ପାଇଁ ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ...
ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ
ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ଥମିବାର ନା ନେଉନାହିଁ ହିଂସାକାଣ୍ଡ । ବିଭିନ୍ନ ସ୍ଥାନରେ ଘଟୁଛି ହିଂସାକାଣ୍ଡ । ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଓ ଏସ୍ଏସ୍ଟି ଟିମ୍ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ...
ମୃତକଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି, କର୍ଫ୍ୟୁ ଜାରି କଲେ ସରକାର
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆଜି ଛଅଟି ସ୍ଥାନରେ ବଡଧରଣର ବିସ୍ଫୋରଣ । ଏଥିରେ ମୃତ୍ୟୁ ସଂଖ୍ୟା ୧୫୮ ଛୁଇଁଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିଲେ । ହେଲେ ରାଜଧାନୀ କଲମ୍ବୋରେ ପୁଣି ଆଉ ୨ଟି ବିସ୍ଫୋରଣ ହୋଇଛି ।...
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର
ସରିଛି ପ୍ରଚାର କମ୍ପିଛି ମଇଦାନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଥିଲା ଶେଷ ଦିନ । ଏନେଇ ବହୁ ହେଭିୱେଟ ପ୍ରାର୍ଥୀ ସୁଯୋଗ ହାତଛଡା କରିନଥିଲେ । ଘରକୁ ଘର ବୁଲି ଭୋଟ ପାଇଁ ନିବେଦନ...
ଆହାର ମୁହଁରେ ଧର୍ମେନ୍ଦ୍ର ଦେଉଛନ୍ତି ପାହାର
ଆହାର ଯୋଜନା ବିରୋଧରେ ବିଜେପି କରୁଛି ଷଡଯନ୍ତ୍ର । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ବିଜେଡି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି ଦଳ ।...
ସ୍ତ୍ରୀ ଉପରକୁ ସ୍ୱାମୀର ଏସିଡି ମାଡ
ମାଲକାନଗିରି ଜିଲ୍ଲା ଏମଭି୭୯ ଗାଁରେ ଅଘଟଣ । ସାତ ଜନମକୁ ସାଥି କରିବା ପାଇଁ କଥାଦେଇଥିବା ସ୍ୱାମୀ ବିବାହକୁ ୨ମାସ ନପୁରୁଣୁ ସ୍ତ୍ରୀ ଉପରକୁ ଏସିଡ ମାଡ଼ କରିଛି । ରବିବାର ଏମଭି ୮୩ ଗାଁର ମମତା ଯୋଦ୍ଧାର ନାମକ...
ତୃତୀୟ ପର୍ଯ୍ୟାୟରେ କାହା କାହା ମଧ୍ୟରେ ହେବ ମୁକାବିଲା..ପଢନ୍ତୁ
ତୃତୀୟ ପର୍ଯ୍ୟାୟ ଲଢେଇ ପାଇଁ ପ୍ରସ୍ତୁତ କ୍ଷେତ୍ର । ଆଉ ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ହେବ ଫାଇଟ୍...
ଶ୍ରୀଲଙ୍କା ବିସ୍ଫୋରଣରେ ୫୨ ମୃତ ୩୦୦ ଆହତ
ଶ୍ରୀଲଙ୍କା କଲୋମ୍ବୋରେ ବଡ ଧରଣର ବିସ୍ଫୋରଣ । ତିନୋଟି ଚର୍ଚ୍ଚ ଓ ତିନୋଟି ହୋଟେଲରେ ବଡ ଧରଣର ବିସ୍ଫୋରଣ ହୋଇଛି । ଆଜି ଶ୍ରୀଲଙ୍କାରେ ଇଷ୍ଟର ପର୍ବ ଚାଲୁଥିବା ବେଳେ ତିନୋଟି ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଛି । ୩ଟି...
ଅଭିନନ୍ଦନଙ୍କୁ ମିଳିବ ବୀରଚକ୍ର
ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବୀରଚକ୍ର ପାଇଁ ସୁପାରିସ । ବୀରଚକ୍ର ପାଇଁ ସୁପାରିସ କରିଛି ଭାରତୀୟ ବାୟୁସେନା । ପାକିସ୍ତାନର ଏଫ-୧୬ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ ଅଭିନନ୍ଦନ । ନିଜ ଯୁଦ୍ଧ ବିମାନ ନଷ୍ଟ ହେବାରୁ ପିଓକେରେ ଓହ୍ଲାଇଥିଲେ ଅଭିନନ୍ଦନ...
ବିଜେଡି ବିରୋଧରେ ଫେରାଦ ହେଲା ବିଜେପି
ମୁଖ୍ୟ ନିର୍ବାଚନ ଅଧୀକାରିଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି । ଗତକାଲି କେନ୍ଦ୍ରାପଡାର ଆଳି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ଏବଂ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ରାଲି ଚାଲିଥିବାବେଳେ ବିଜେଡିର...


















