ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କିଏ ସବୁଠୁ ଧନୀ ପ୍ରାର୍ଥୀ, ପଢନ୍ତୁ
ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ପୁରୀ ଲୋକସଭା ପ୍ରର୍ଥୀ ପିନାକୀ ମିଶ୍ର। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବବି ମହାନ୍ତି ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ଏଡିଆର୍ ପକ୍ଷରୁ ଏହି...
ଶ୍ରୀମନ୍ଦିର ଉପରକୁ ଚଢି ବାନା ଖୋଲିଦେଲେ ଯୁବକ
ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ସକାଳ ପ୍ରାୟ ୮ଟା୩୦ରେ ଜଣେ ଯୁବକ ଶ୍ରୀମନ୍ଦିର ଉପରକୁ ଚଢି ଯାଇଥିଲେ । ଏପରିକି ସେ ନୀଳଚକ୍ର ବାନା ପାଖରେ ପହଁଞ୍ଚି ପତିତ ପାବନ ବାନାକୁ ଓପାଡି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି...
ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ମୁହଁ ଖୋଲିଲେ ବିଜୟ
ଆଉ ନାହାଁନ୍ତି ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲ । ବେଦ ପ୍ରକାଶ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିଲେ । ବେଦ ପ୍ରକାଶଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଗୋଟେ ଅପୁରଣୀୟ କ୍ଷତି ହୋଇଥିବାବେଳେ ପାଟକୁରା ନିର୍ବାଚନକୁ ନେଇ ଏବେ...
ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଜଣେ ପୂର୍ବତନ ଜୁନିୟର୍ ଆସିଷ୍ଟାଣ୍ଟ୍ ଯୌନ ଉତ୍ପୀଡ଼ନର ଅଭିଯୋଗ କରିଛନ୍ତି । ଏ ନେଇ ଅନ୍ଲାଇନ୍ ଗଣମାଧ୍ୟମର ରିପୋର୍ଟ ପରେ ଆଜି ଶୁଣାଣୀ...
ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ
ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ବିୟୋଗ ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରି ନବୀନ କହିଛନ୍ତି ବେଦ ପ୍ରକାଶ ଅଗ୍ରୱାଲ ଜଣେ ଦକ୍ଷ ରାଜନେତା ଓ...
ଆରପାରିରେ ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ
ପରଲୋକରେ ବରିଷ୍ଠ ରାଜନେତା ତଥା ପାଟକୁରା ବିଜେଡି ବିଧାୟକ ପାର୍ଥୀ ବେଦପ୍ରକାଶ ଅଗ୍ରୱାଲ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ବେଦପ୍ରକାଶ ପାଟକୁରାରୁ ୨୦୦୯ ଓ...
ବିଦ୍ୟୁତ ଆଘାତରେ ବାପା ମୃତ ପୁଅ ଗୁରୁତର
ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗାଁରେ ଘଟିଛି ଅଘଟଣ । ସୁଚନାଅନୁସାରେ, ଗୋଟିଏ ପରିବାରର ବାପା ଓ ପୁଅ ଘର ଛପର କରୁଥିଲେ । ଘର ଉପରେ...
ରାଜନୀତିରେ ଅପରାଧକୁ ଉସୁକାଉଛନ୍ତି ଧର୍ମେନ୍ଦ୍ର : ବିଜେଡି
ନିର୍ବାଚନୀ ହିଂସାକାଣ୍ଡ ପାଇଁ ବିଜେଡି ଆଡକୁ ଅଙ୍ଗୁଳି ଦେଖାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା । ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନ ଓଡିଶାକୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରି ବିଜେଡି ମୁଖପାତ୍ର...
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କୋଉଠି ହୋଇଛି କେତେ ମତଦାନ
ରାଜ୍ୟରେ ଗତକାଲି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ୭୨% ମତଦାନ ହୋଇଛି । ତେବେ ମୋଟ ୯ହଜାର ୧୧୭ଟି ବୁଥରେ ମତଦାନ ହୋଇଥିବା ବେଳେ ୬ଟି ବୁଥରେ ଭୋଟ...
କେନ୍ଦ୍ରାପଡାରୁ ଝାରପଡା ଜେଲ ସ୍ଥାନାନ୍ତର
କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ସ୍ଥାନନ୍ତର ହେଲା ଗ୍ୟାଙ୍ଗଷ୍ଟର ଟିଟୋ । ଅପରାଧିକ ମାମଲାରେ ଗିରଫ ହୋଇ କେନ୍ଦ୍ରାପଡା ଜେଲରେ ଥିଲା ଟିଟୋ । ତେବେ ଆଜି ତାକୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି । ଜୁନ୍ ୩୦ ୨୦୧୮ରେ...



















