କଂଗ୍ରେସର ୨ଟି ଲୋକସଭା ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ପାରାଦୀପରୁ ବାପି ସର୍କେଲ ବେଗୁନିଆ ପାଇଁ...
ବୁଧବାର କଂଗ୍ରେସ ପକ୍ଷରୁ 2ଟି ଲୋକସଭା ଓ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଦୁଇଟି ଲୋକସଭା ଆସନ ଯଥା କଟକ ପାଇଁ ପଞ୍ଚାନନ କାନୁନଗୋ ଛିଡା ହେଉଥିବା ବେଳେ ଯାଜପୁର ପାଇଁ ମାନସ ଜେନା...
ଅପରାଜିତାଙ୍କ ସମେତ ବିଭିନ୍ନ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟମ ଭୁବନେଶ୍ୱର ପାଇଁ ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ଭୁବନେଶ୍ୱର ପାଇଁ ବାବୁ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ନେତା ବିଶାଳ ପଟୁଆରରେ...
୭ଟି ବିଧାନସଭା ଏବଂ ୨ଟି ଲୋକସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡି ଲୋକସଭା ପ୍ରାର୍ଥୀ
ଢେଙ୍କାନାଳ – ମହେଶ ସାହୁ
କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ
ବିଜେଡି ବିଧାନସଭା ପ୍ରାର୍ଥୀ
ଭୁବନେଶ୍ୱର ଉତ୍ତର-ସୁଶାନ୍ତ ରାଉତ
ଭୁବନେଶ୍ୱର ମଧ୍ୟ - ଅନନ୍ତ ନାରାୟଣ ଜେନା
ଖଣ୍ଡପଡା – ସୌମ୍ୟରଂଜନ ପଟ୍ଟନାୟକ
ଆଠମଲ୍ଲିକ – ରମେଶ ସାଏ
ପାଲଲହଡା – ମୁକେଶ ପାଲ
କୋରେଇ - ଅଶୋକ...
ବିଜେଡିରୁ ଇସ୍ତଫା ଦେଲେ
ଦେବଗଡ଼ ବିଜେଡି ଦଳର ସଭାପତି ସୁଧୀର କପର୍ଦାର୍ ଆଜି ଦଳୀୟ ପଦବୀ ଏବଂ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଶ୍ରୀ କପର୍ଦାର ଅଭିଯୋଗ କରିଛନ୍ତି ଯେ ଦଳ ତାଙ୍କୁ...
କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ର
କଂଗ୍ରେସ ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଘୋଷଣାପତ୍ର ‘ଜନ୍ ଆୱାଜ’(ଲୋକଙ୍କ ସ୍ବର) ଜାରି ହୋଇଛି। ଏଥିରେ ଗରିବଙ୍କ ଜମାଖାତାକୁ ବର୍ଷରେ ୭୨ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ରହିଛି। ଏହା ଦ୍ୱାରା ଦେଶର ଅସଂଖ୍ୟ ଗରିବ, ଖଟିଖିଆ, ଚାଷୀ ମୁଲିଆ ଉପକୃତ...
ବିଜେପି ଟିକଟ ଆଣି ବିଜେଡିରେ ମିଶୁଛନ୍ତି
ପାଖେଇ ଆସିଲାଣି ନିର୍ବାଚନ । ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଏବେ ବେଶ ଜମୁଛି ରାଜନୀତି । ବିଜେପିର କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି । ନବୀନ ନିବାସ...
ଭବାନୀପାଟଣାରେ ମୋଦି
ଚୌକିଦାର ଚୌକି ଆହୁରି ମଜଭୁତ ହେବା ଦରକାର. ଚୌକିଦାର ଚୌକି ମଜଭୁତ ହେଲେ ଲୋକଙ୍କ ବିକାଶ ହୋଇପାରିବ. ପୂର୍ବରୁ ଦୀର୍ଘବର୍ଷ ଧରି କଂଗ୍ରେସ ସରକାର ଶାସନ କରୁଥିଲେ ମଧ୍ୟ ବିକାଶ ଅପହଞ୍ଚ ଥିଲା. ଯାହା ସତୁରୀ ବର୍ଷ ଭିତରେ ସମ୍ଭବ...
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଓଡ଼ିଶାରେ ଏପ୍ରିଲ୍ ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ମୟୂରଭଞ୍ଜ,...
ନିରପେକ୍ଷ ନୁହଁନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ : ବିଜେଡି
ନିର୍ବାଚନ ଅଧିକାରୀଙ୍କ ବିରୋଧରେ ବିଜେଡିର ସାଙ୍ଘାତିକ ଅଭିଯୋଗ. ବିଜେପି ଚାପରେ କାମ କରୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ. କେନ୍ଦ୍ର ସରକାର ପିଏମ କିଷାନ ଯୋଜନାକୁ ଅନୁମତି ଦେଉଥିବା କାଳିଆ ଯୋଜନା ଟଙ୍କାକୁ ଅଟକାଉଛନ୍ତି. ଏମିତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ...
ନବୀନଙ୍କୁ ଧନ୍ୟବାଦ
ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ସନ୍ତୋଷ ଖଟୁଆ ଟିକେଟ ପାଇବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସନ୍ତୋଷ ପୂର୍ବରୁ ବିଜେପି ପକ୍ଷରୁ ୨୦୧୪ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।...



















