ମହଙ୍ଗା ପଡିଲା ପରକୀୟା ପ୍ରୀତି
ପରକୀୟା ପ୍ରୀତିକୁ ନେଇ ତୁମୁଳକାଣ୍ଡ. ପରକୀୟା ପ୍ରୀତି ପାଇଁ ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ଜଣେ ବିବାହିତା ମହିଳା ଓ ଯୁବକ. ଏହି ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମପିଭି-47 ଗାଁରେ. ଖବର...
ବେଆଇନ ଗୋରୁ ଚାଲାଣ ଟ୍ରକ ଜବତ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ 3ଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି ପୋଲିସ. 60 ନମ୍ବର ଜାତୀୟ ରାଜପତ ଦେଇ ଏହି ଗୋରୁ ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି. ତେବେ ଖବର ପାଇ ଘଟଣାସ୍ଥଳରେ...
ମୁଖ୍ୟମନ୍ତ୍ରୀଙ୍କ କଟକ ଜିଲ୍ଲା ଗସ୍ତ
ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ଓ ନରସିଂହପୁର ଗସ୍ତ କରୁଛନ୍ତି. ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାର କାର୍ଯ୍ୟକ୍ରମ ରହିଛି. ଜଟଣୀର ହରିଡାପଡାଠାରେ ଏଆଇପିଏଚ(ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲଥ)ର ଶିଳାନ୍ୟାସ କରିବେ ନବୀନ....
ପୁରୀରେ ଆମିକସ କ୍ୟୁରୀ
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଛନ୍ତି ଆମିକସ କ୍ୟୁରି । ଗଜପତିଙ୍କ ଶ୍ରୀନଅରରେ ହୋଇଥିବା ଆଲୋଚନାରେ ଶ୍ରୀ ମନ୍ଦିର ସଂସ୍କାର ଉପରେ ଗୁରୁତ୍ୱ ଦିଆ ଯାଇଛି । ଆଲୋଚନା ପରେ ଗଜପତି କହିଛନ୍ତି,ଶ୍ରୀମନ୍ଦିରର ପ୍ରଶାସନିକ,ଧାର୍ମିକ ଓ...
ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, 4 ଗିରଫ
ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି ପୋଲିସ. ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁରରେ. ରାଜଧାନୀ ପରେ ଏବେ ରାୟଗଡାରେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସାମ୍ନାକୁ ଆସିଛି. ପାଣି ଟ୍ୟାଙ୍କରରୁ ଗୋଟିଏ କି...
ଦେବାଶିଷକୁ ଗିରଫ ଦାବି
ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କର. ସେ ଦେଶକୁ ନିନ୍ଦିତ କରିଛନ୍ତି ଓ ସହିଦଙ୍କୁ ଅପମାନ କରିଛନ୍ତି. ଏଭଳି ଅଭିଯୋଗ ଆଣି ଶୁକ୍ରବାର ବିଜେଡି ବିଧାୟକଙ୍କ ଗିରଫ ଦାବି କରିଛି କଂଗ୍ରେସ. ସହିଦଙ୍କୁ ଅସମ୍ମାନ କରିବା ସହ ଜାତୀୟ ପତାକା ଓ...
ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି. ଗସ୍ତ ସମୟରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଥିବା ସଂପର୍କକୁ ଆହୁରି ଦୃଢ କରିବା ପାଇଁ ମୋଦି ଦକ୍ଷିଣ କୋରିଆ ସରକାରଙ୍କ ସହ ସାକ୍ଷାତ କରିଛନ୍ତି. ତେବେ ଅନ୍ତରାଷ୍ଟ୍ରୀୟ...
ବିଜେଡିରେ ଯୋଗଦେଲେ ଖଗପତିଙ୍କ ପୁତୁରା ସଦାଶିବ
ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀ. ନାଲକୋରେ ଏଜିଏମ ଭାବେ କାର୍ଯ୍ୟ କରୁଥିବା ସଦାଶିବ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି. ସଦାଶିବଙ୍କ ବାପା ନବରଙ୍ଗପୁର ଜିଲ୍ଲା ପରିଷଦର...
ଅଧାରେ ରହିଗଲା ପରୀକ୍ଷା
ଢେଙ୍କାନାଳ ଜିଲ୍ଲା ବାରିହାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଯାଇଛି. ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେବାକୁ ଯିବାବେଳେ ବାଇକକୁ ଧକ୍କା ଦେଇଛି ଏକ ଟ୍ରକ. ଫଳରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ବୁଲୁ ନାୟକ ଗୁରୁତର ଆହତ ହୋଇଛନ୍ତି. 53 ନମ୍ବର...
ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଉତ୍ତରପ୍ରଦେଶ ଏଟିଏସକୁ ଶୁକ୍ରବାର ଏକ ବଡ ସଫଳତା ମିଳିଛି. ଜୈଶ-ଇ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସହାରଣପୁର ଦେବବନ୍ଦରୁ ସେମାନଙ୍କୁ ଗିରଫ କରାଯାଇଥିଲା. ସେମାନେ, ଯୁବକମାନଙ୍କୁ ଜୈଶ-ଇ-ମହମ୍ମଦରେ ଭର୍ତ୍ତି କରିବା...
















