23.1 C
Bhubaneswar
Saturday, October 24, 2026
-Advertisement-

ନାଇଁ କାନ୍ଦ ମାଉସି, ମତେ ଖୁସି ଖୁସିରେ ଛାଡ..

ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ I କେହି ମୁହଁ ଲୁଚାଇ କାନ୍ଦୁଛି ତ, ଆଉ କିଏ କୁଣ୍ଢେଇ ପକେଇ କାନ୍ଦୁଛି I ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ...

ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା : ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇଛି ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ପରୀକ୍ଷାକେନ୍ଦ୍ରର ଗେଟ୍ ଖୋଲାଯାଇଥିଲା । ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା...

ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଲିଫଲେଟରେ ଭୁଲ ତଥ୍ୟ ଦେବା ପଡିଲା ମହଙ୍ଗା, ବଦଳିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଲିଫଲେଟରେ ପ୍ରକାଶ ପାଇଥିବା ଭୁଲ ତଥ୍ୟକୁ ନେଇ ଗରମ ହୋଇଯାଇଥିଲା ବିଧାନସଭା | ବିରୋଧୀଙ୍କ କଡା ସମାଲୋଚନା ପରେ ଗୃହରେ ସ୍ପଷ୍ଟୀକରଣ ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ | ଗୃହରେ ସୂଚନା...

ଯୌନ ଶୋଷଣ ମାମଲାରେ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ଗିରଫ | ଯୌନ ଶୋଷଣ ମାମଲାରେ ୟୁପିର ସ୍ପେଶାଲ ସ୍କୁଆଡ ତାଙ୍କୁ ଗିରଫ କରିଛନ୍ତି | ଗିରଫଦାରୀ ପରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।...

ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା, ୨ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରି

ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାରେ ୭୫ ମିଟର ପରିଧି ଉଚ୍ଛେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ | ସମସ୍ତ କାମ ଠିକ ଓ ନିୟମ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଲେ ଜଷ୍ଟିସ ଅରୁଣ ମିଶ୍ର | ସେ କହିଛନ୍ତି...

ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବ ବାଚସ୍ପତିଙ୍କ ଆତ୍ମହତ୍ୟା

ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ ଆତ୍ମହତ୍ୟା କରିଛନ୍ତି | ସେ ହାଇଦ୍ରାବାଦ ସ୍ଥିତ ନିଜ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦ୍ ସ୍ଥିତ ଇଣ୍ଡୋ ଆମେରିକାନ୍ କ୍ୟାନ୍ସର ହସ୍ପିଟାଲରେ...

ବଢ଼ିବ ଓମଫେଡ଼ କ୍ଷୀରର ମୂଲ୍ୟ !

ରାଜ୍ୟର ଜଣାଣୁଣା କମ୍ପାନୀ ଓମଫେଡ଼ କ୍ଷୀରର ମୂଲ୍ୟ ବୃଦ୍ଧି ହେବ । କିନ୍ତୁ ଏଯାଏଁ ତାହାର ମୂଲ୍ୟ ନିର୍ଦ୍ଧାରିତ କରାଯାଇ ନାହିଁ । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି...
video

ମନ୍ତ୍ରୀଙ୍କୁ ୫ ମନ୍ତ୍ର

ପଞ୍ଚମପାଳି ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଆଜି ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ...

ଖାଇବାକୁ ନପାଇ ଯୁବକଙ୍କ ମୃତ୍ୟୁ

ନୂଆପଡା ଜିଲ୍ଲାର ବୋଡେନ ବ୍ଲକ କର୍ଳାକୋଟ ପଞ୍ଚାୟତ ର ସରଗିମୁଣ୍ଡା ଗାଁରେ ଘଟିଛି ଏକ ଦୁଃଖଦିଅ ଘଟଣା । ଦୁଇ ଭାଇ ଭଉଣି ଦେବନ୍ତି ବେହେରା ଏବଂ ଗୌତମ ବେହେରା ଭିକ୍ଷା ମାଗି ଚଳୁଥିଲେ । ଗୌତମ ଭିନ୍ନକ୍ଷମ ହୋଇଥିବାରୁ ତିନି...
video

ସୁପରସଣ୍ଡେ ସୁପର ଶୋ

ଆସନ୍ତାକାଲି ଖେଳାଯିବ ଚଳିତ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ୍ । ସାମ୍ନାସାମ୍ନୀ ହେବେ ବିଶ୍ୱକପର ଦୁଇ ଫେବରେଟ ଟିମ୍ ଭାରତ ଓ ଇଂଲଣ୍ଡ । ମ୍ୟାଚକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କାରଣ ଏହି ମ୍ୟାଚ ଜିତିଲେ...
- Advertisement -

Latest article

DuffSpin Live Roulette Guide

ContentsGetting Started at DuffSpin: Account Setup and VerificationClaiming Your DuffSpin Bonus for Live GamesUnderstanding DuffSpin Live Roulette GameplayEffective Bankroll Management StrategyCommon Issues and TroubleshootingWithdrawing...

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ :ବିଜୟୀ ପ୍ରାର୍ଥୀଙ୍କ ଜୋରଦାର ସେଲିବ୍ରେସନ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଛି l ବାଣୀବିହାର ରେ କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI...

ଆର୍ଥିକ ଦୁର୍ବଳ ସ୍ଥିତି ଏବଂ ବସ୍ତିବାସିନ୍ଦାଙ୍କ ପାଇଁ ଦୁଇ ଆବାସିକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭...