ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଜୀବନରେ ଯୋଡ଼ି ହେବାକୁ ଯାଉଥିବା ନୁଆ ମେମ୍ବରଙ୍କ ବିଷୟରେ ନିଜ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି ବିରାଟ-ଅନୁଷ୍କା । ସେ କହିଛନ୍ତି ଯେ ଜାନୁୟାରୀ 2021 ରେ ଜଣେ ଛୋଟ ଅତିଥି ତାଙ୍କ ଘରକୁ ଆସିବାକୁ ଯାଉଛନ୍ତି । ବିବାହର ୩ବର୍ଷ ପରେ ବିରାଟ ଓ ଅନୁଷ୍କା ଖୁସି ଖବର ଜଣାଇଛନ୍ତି । ସୋସିଆଲ ମେଡ଼ିଆରେ ଏହି ପୋଷ୍ଟ ପରେ ଫ୍ୟାନମାନେ କମେଣ୍ଟ ବକ୍ସରେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଲେଣି

LEAVE A REPLY

Please enter your comment!
Please enter your name here