ଏବେ ବଲିଉଡର ଧୂନ୍ କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଅଛି ବୋଲି ଦେଖିବାକୁ ମିଳିଛି. ବଲିଉଡ ଗୀତ ତୁଜକୋ ବନାକର ଲେ ଜାଏଁଗେ,ବଦ୍ରି କି ଦୁଲ୍ହନିଆରେ  ଦୁଇଜଣ କପଲ ଆମେରିକାର ଲୋକପ୍ରିୟ ରିଅଲିଟି ଶୋ’ ‘SO U THINK,U CAN DANCE’ ରେ ନାଚୁଥିବା ଦେଖିବାକୁ ମିଳିଛି. ସେମାନେ ଏହି ଗୀତରେ ଏପରି ନାଚୁଥିଲେ ତାଙ୍କୁ ଯିଏ ଦେଖିବ ସେ ଭାରତୀୟ ବୋଲି ହିଁ କହିବ. ଯଦିଓ ଏହି ଭିଡିଓଟି ପୁରୁଣା ହୋଇଯାଇଛି, ହେଲେ ଏହି ଗୀତକୁ ଗାଇଥିବା କଣ୍ଠଶିଳ୍ପୀଙ୍କର ନଜର ଯେତେବେଳେ ଏହି ଗୀତ ଉପରେ ପଡିଛି ସେମାନେ ମଧ୍ୟ ଏହାକୁ ଦେଖି ତାଜୁବ ହୋଇଯାଇଛନ୍ତି.

LEAVE A REPLY

Please enter your comment!
Please enter your name here