ଭୁୁବନେଶ୍ୱର : ଏଥର ଆଗୁଆ ମିଳିବ ୪ ମାସର ଭତ୍ତା । ୪୮ଲକ୍ଷ ହିତାଧିକାରୀଙ୍କୁ ମିଳିିବ ଏହି ଆଗୁଆ ଭତ୍ତା ଏପ୍ରିଲ, ମେ,ଜୁନ ଓ ଜୁଲାଇ ମାସର ଭତ୍ତା ଦେବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଆଶୋକ ପଣ୍ଡା । ମଧୁବାବୁ ପେନସନ ଯୋଜନାରେ ୨୪ଲକ୍ଷ ହିତାଧିକାରୀଙ୍କୁ ମିଳିିବ ଆଗୁଆ ଭତ୍ତା । ଏନଏସଏପି ମାଧ୍ୟମରେ ୨୪ଲକ୍ଷ ହିତାଧିକାରୀଙ୍କୁ ମିଳିିବ ଭତ୍ତା । ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ । ଏହାଦ୍ୱାରା ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here