ଅବିବାହିତ ମହିଳାଙ୍କ ପାଇଁ ମଧ୍ୟପ୍ରଦେଶ ସରକାର ଏକ ଖୁସି ଖବର ଆଣିଛନ୍ତି । ଅବିବାହିତ ମହିଳାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ପେନସନ ଯୋଜନା । ୫୦ରୁ ୭୯ ବର୍ଷ ବୟସ୍କ ଅବିବାହିତ ମହିଳାଙ୍କୁ ମାସିକ ୩ଶହ ଟଙ୍କାର ପେନସନ ଯୋଗାଇ ଦିଆଯିବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ୫ଶହ ଟଙ୍କାର ପେନସନ ପ୍ରଦାନ କରାଯିବ । ସମ୍ପୃକ୍ତ ମହିଳାମାନେ ଗ୍ରାମପଞ୍ଚାୟତ ଏବଂ ନଗର ନିଗମ କାର୍ଯ୍ୟାଳୟରେ ଏଥିପାଇଁ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here