The Governor of Nagaland, Shri R.N. Ravi calling on the Prime Minister, Shri Narendra Modi, in New Delhi on August 08, 2019.

ଆରମ୍ଭ ହେବ ପିଏମ ବାଣୀ I ଆଜି କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି I ଗାଁ ଗହଳରେ ଓ୍ବାଇଫାଇ ସୁବିଧା ଉପଲବ୍ଧ କରିବା ପାଇଁ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି I ଏଥିସହିତ ଲାକ୍ଷାଦ୍ବୀପରେ ଅଣ୍ଡଗ୍ରାଉଣ୍ଡ କେବୁଲ ବ୍ୟବସ୍ଥା କରିବାକୁ ବୈଠକରେ ସ୍ଥିର କରାଯ଼ାଇଛି I ଏଥିପାଇଁ 1072 କୋଟି ଟଙ୍କା ଖର୍ଚ୍ଚ ହେବ I ଅରୁଣାଚଳ ପ୍ରଦେଶରେ ଫୋର୍ ଜି ସେବା ଆରମ୍ଭ କରାଯିବ I ଓାଇଫାଇ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଦେଶରେ 1 କୋଟି ଡାଟା ସେଣ୍ଟର ଖୋଲାଯିବ I

LEAVE A REPLY

Please enter your comment!
Please enter your name here