ପୁଣି ଆସିଲା କରୋନାର ନୂଆ ଭାରିଆଣ୍ଟ ଆଇଏଚୟୁ । ଫ୍ରାନ୍ସରେ ଠାବ ହୋଇଛି IHU ଭାରିଆଣ୍ଟ B.1.640.2, । କାମେରୁନରୁ ଆସିଥିବା ଯାତ୍ରୀଙ୍କ ଠାରେ ଏହି ଭୂତାଣୁ ଠାବ ହୋଇଛି । ଆଇଏଚୟୁ ସଙ୍କ୍ରମିତ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି । କୋଭିଡ ପରେ ଓମିକ୍ରନ ଏବେ ତାର କାୟା ମେଲାଉଥିବାବେଳେ ଆଇଏଚୟୁ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ ପାଇଛି । ଏଥିରେ ୪୬ଟି ମ୍ୟୁଟେସନ ଥିବା ଜଣାପଡିଛି । ଏହି ଭୂତାଣୁ ଓମିକ୍ରନ ଠାରୁ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here