ପଞ୍ଜାବ କଂଗ୍ରେସର ପୂର୍ବ ଅଧକ୍ଷ୍ୟ ନବଜୋତ ସିଂ ସିଦ୍ଧୁ ଆଜି ପଟିଆଲା କୋର୍ଟରେ ସରେଣ୍ଡର କରିଛନ୍ତି । ସିଦ୍ଧୁଙ୍କୁ ଏବେ ଗୋଟିଏ ବର୍ଷ ଜେଲରେ ଦିନ କାଟିବାକୁ ପଡିବ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଟିଆଲାର ମାତା କୌଶଲ୍ୟା ହସ୍ପିଟାଲରେ ପହଁଞ୍ଚିଛନ୍ତି ସିଦ୍ଧୁ । ଗତକାଲି ସୁପ୍ରିମକୋର୍ଟ ୩୪ ବର୍ଷର ପୁରୁଣା ମାମଲାରେ ବର୍ଷେ ପାଇଁ ସିଦ୍ଧୁଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here