ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପାର୍ଲାମେଣ୍ଟ ସମ୍ମୁଖରେ ଟିଡିପି ସାଂସଦ ଶିବ ବେଶରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏମ୍‌ପି ନରମାଲ୍ଲୀ ଶିବ ପ୍ରସାଦ ଶୁକ୍ରବାର ଏଭଳି ବେଶରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ୍‌ ଦେବା ଆରମ୍ଭ କରିଥିଲେ। ତାଙ୍କ ବେଶପୋଷାକ ଦେଖଣାହାରୀଙ୍କ ମଧ୍ୟରେ ବେଶ୍‌ କୌତୁହଳ ସୃଷ୍ଟି କରିଥିଲା । ପୂର୍ବରୁ ଶିବପ୍ରସାଦ ସ୍କୁଲ ପିଲା, ନାରଦ ମୁନୀ ତଥା ଅନ୍ୟାନ୍ୟ ବେଶରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରି ଏକ ରୋଚକ ସ୍ଥିତି ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here