କ୍ରିକେଟ ସହ ବଲିଉଡର ସମ୍ପର୍କ ବହୁତ ପୁରୁଣା । କୌଣସି କ୍ରିକେଟର ଅଭିନେତ୍ରୀଙ୍କୁ ଡେଟ୍ କି ବିବାହ କରିବା କିଛି ନୂଆ କଥା ନୁହଁ । ବିରାଟ କୋହଲି ଏବଂ ଅନୁଷ୍କାଙ୍କ ପରେ ଏବେ ଚର୍ଚ୍ଚାରେ ଆଉ ଏକ ଯୋଡି । ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ବଲିଉଡ ଅଭିନେତ୍ରୀ ନିମରତ କୌରଙ୍କୁ ଡେଟିଂ କରୁଛନ୍ତି । ଏହି ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଏୟାରଲିଫ୍ଟ’ରେ ଅଭିନୟ କରିଥିଲେ । ପ୍ରାୟ ୨ ବର୍ଷ ହେଲା ଶାସ୍ତ୍ରୀ ଓ ନିମରତ ରିଲେଶନରେ ଅଛନ୍ତି । ସେମାନେ ଖବରକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ ।

LEAVE A REPLY

Please enter your comment!
Please enter your name here