ଆଉ ୮ ଦିନ ଛୁଟି ଆବେଦନ କରିଛନ୍ତି ଡାକ୍ତର ସୁମିତ୍ । ଏଥିପାଇଁ ଇମେଲ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜକୁ ଏ ବାବଦରେ ଅବଗତ କରାଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୨ ତାରିଖ ପର୍ଯ୍ୟନ୍ତ ସିଡିଏମଓଙ୍କୁ ଛୁଟି ମାଗିଛନ୍ତି ସୁମିତ । ଅଧିକ ଚିକିତ୍ସା ପାଇଁ ଅଗ୍ୟାତ ସ୍ଥାନରେ ଥାଇ ସିଡିଏମଓଙ୍କୁ ଛୁଟି ମାଗିଛନ୍ତି ସେ । ପୂର୍ବରୁ ସୁମିତ ୫ ଦିନ ଛୁଟି ନେଇଥିଲେ । ଗତକାଲି ଜଏନିଂ ଥିଲା । ସେପଟେ ସ୍ୱାମୀ ସୁମିତଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତପସ୍ୱିନୀ । ଅଭିଯୋଗ କରିଛନ୍ତି ,କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି ସୁମିତ ।

LEAVE A REPLY

Please enter your comment!
Please enter your name here