ଆଜି କ୍ରାଇମବ୍ରାଞ୍ଜ କବଜାରେ ଡିଏଫଓ । କ୍ରାଇମବ୍ରାଞ୍ଜଙ୍କ ଆଗରେ ସତ ଓଗାଳିବେ କି ଡିଏଫଓ ସଂଗ୍ରାମ କେଶରୀ ବେହେରା । କ୍ରାଇମବ୍ରାଞ୍ଜ ଆଜି ପଚରାଉଚରା କରୁଛି । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କ୍ରାଇମବ୍ରାଞ୍ଜର ପଚରାଉଚରା । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସରେ ପଚରାଉଚରା କରାଯାଉଛି । ୪ ଜଣିଆ କ୍ରାଇମବ୍ରାଞ୍ଜର ଟିମ୍ ପଚରାଉଚରା ଜାରି ରଖିଛନ୍ତି । ଡିଏଫଓଙ୍କ ବିରୋଧରେ ଗୁରୁତ୍ତର ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର ଲୋକେ । ଆଜି କ୍ରାଇମବ୍ରାଞ୍ଜ କବଜାରେ ଡିଏଫଓ । କ୍ରାଇମବ୍ରାଞ୍ଜଙ୍କ ଆଗରେ ସତ ଓଗାଳିବେ କି ଡିଏଫଓ ସଂଗ୍ରାମ କେଶରୀ ବେହେରା । କ୍ରାଇମବ୍ରାଞ୍ଜ ଆଜି ପଚରାଉଚରା କରୁଛି । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କ୍ରାଇମବ୍ରାଞ୍ଜର ପଚରାଉଚରା ।

LEAVE A REPLY

Please enter your comment!
Please enter your name here