ଆସନ୍ତା ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପୂର୍ବରୁ ମେ ତୃତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୁଚନା ଦେଇଥିଲେ । ବାତ୍ୟା ଫନି ପାଇଁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଇଛି । ଚଳିତବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ନେଇ ବହୁ ଆପତ୍ତି ଅଭିଯୋଗ ଉଠିଥିଲା ।

LEAVE A REPLY

Please enter your comment!
Please enter your name here