ଆଜି ପ୍ରକାଶ ପାଇଥିବା ଓଜେଏସ ପରୀକ୍ଷା ଫଳରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । 57ଟି ପଦବୀ ପାଇଁ ଓଡିଶା ପବ୍ଲିକ ସର୍ଭିସ ଆୟୋଗ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା । ସୁଶ୍ରିତା ଟପ୍ପର ହୋଇଥିବା ବେଳେ ପ୍ରଥମ ଦଶ ଜମଙ୍କ ଭିତରେ 8 ଜଣ ମହିଳା ଅଛନ୍ତି । ପ୍ରଥମ ଦଶ ଜଣରେ ଥିବା ପ୍ରାର୍ଥୀମାନେ ହେଲେ ସୁଶ୍ରିତା ମିଶ୍ର, ନିଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମି୍ଶ୍ର, ପ୍ରଜ୍ଞା ସୁମନ ମହାପାତ୍ର, ଏସଆର ତେଷାଳି, ସତ୍ୟଜିତ ପାଣି ଏବଂ ଲଳିତେନ୍ଦୁ ଦ୍ବିବେଦୀ ।

ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 55 ଜଣ ପ୍ରାର୍ଥୀଙ୍କ ମଧ୍ୟରେ 39 ଜଣମହିଳା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here