ଗାଇ ପାଟିରେ ବୋମା ଫୁଟିଲା । ଖଲ୍ଲିକୋଟ ନିକଟସ୍ଥ କେନ୍ଦୁପାଟ ଗାଁ ବିଲରେ ଚରୁଥିବା ବେଳେ ଗାଇଟି ଘାସପତ୍ର ସାଙ୍ଗରେ ବୋମାଟିକୁ ଚୋବାଇ ଦେଇଥିଲା । ଫଳରେ ଗାଇ ପାଟି ଭିତରେ ବୋମାଟି ବିସ୍ଫୋରଣ ହୋଇଥିଲା । ବୋମା ବିସ୍ଫୋରଣରେ ଗାଇର ପାଟି ମୁହଁ ପୁରା ଛିନଛତ୍ର ହୋଇଯାଇଛି । ଗାଇକୁ ଚିକିତ୍ସା ପାଇଁ ପଠାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବାରହା ଶୀକାର ପାଇଁ ବୋମାଟି ରଖାଯାଇଥିବା ବେଳେ ଏମିତି ଅଘଟଣ ଘଟିଥିଲା ।

LEAVE A REPLY

Please enter your comment!
Please enter your name here