ପୁଲଓାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମୀନା ସାହୁ ଓ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 35 ହଜାର ଟଙ୍କା ଦାନ କରିଛନ୍ତି. କରୋନା ମୁକାବିଲା ପାଇଁ ସେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ସହାଯତା ରାଶି ପ୍ରଦାନ କରିଛନ୍ତି. ଜିଲ୍ଲାପାଳଙ୍କ ଓଏସଡି ଡକ୍ଟର ଶଶାଙ୍କ କୁମାର ଲେଙ୍କା ଏହି ସହାଯତା ରାଶି ଗ୍ରହଣ କରିଥିଲେ.

LEAVE A REPLY

Please enter your comment!
Please enter your name here